ଦକ୍ଷିଣ ଆଫ୍ରିକାରୁ ଇସ୍ରୋ ମୁଖ୍ୟଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ, ଆପଣଙ୍କୁ ଆଉ ଆପଣଙ୍କ ଟିମକୁ ଶୁଭେଚ୍ଛା

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଏବେ ଚାରିଆଡେ ଖୁସିର ମାହୋଲ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କ ସହ କଥା ହୋଇଛନ୍ତି । ମୋଦୀ କହିଛନ୍ତି, ଆପଣଙ୍କୁ ଆଉ ଆପଣଙ୍କ ଟିମକୁ ଶୁଭେଚ୍ଛା । ଆପଣଙ୍କ ନାଁ ସୋମନାଥ ଯାହା ଚନ୍ଦ୍ର ସହ ଜଡିତ, ଆପଣଙ୍କ ପରିବାର ବି ଆଜି ବହୁତ ଖୁସି ଥିବେ । ମୁଁ ଖୁବଶୀଘ୍ର ଭାରତ ଯାଇ ଆପଣଙ୍କୁContinue reading “ଦକ୍ଷିଣ ଆଫ୍ରିକାରୁ ଇସ୍ରୋ ମୁଖ୍ୟଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ, ଆପଣଙ୍କୁ ଆଉ ଆପଣଙ୍କ ଟିମକୁ ଶୁଭେଚ୍ଛା”

ଦକ୍ଷିଣ ଆଫ୍ରିକାରୁ ଭିଡିଓ କଲରେ ଇସ୍ରୋ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ: ଲାଇଭ ଦେଖିଲେ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପ୍ରକ୍ରିୟା

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ ସଫଳତାର ସହ ଲ୍ୟାଣ୍ଡିଂ କରିସାରିଛି । ଆଉ ବିଶ୍ୱରେ ଇତିହାସ ରଚିଛି ଭାରତ । ଆଉ ଏହି ସାରା ପ୍ରକ୍ରିୟାକୁ ଦକ୍ଷିଣ ଆଫ୍ରିକାରୁ ଭିଡିଓ କଲରେ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି କ୍ଷଣ ଅବିସ୍ମରଣୀୟ, ଏହି କ୍ଷଣ ଅଦ୍ଭୁତପୂର୍ବ । ଏହା ୧୪୦ କୋଟି ଲୋକଙ୍କ ସାମର୍ଥ୍ୟର ପ୍ରମାଣ । ଏହି ବିକଶିତ ଭାରତର ଶଙ୍ଖନାଦ । ଉଦୀୟମାନ ଭାରତର ପ୍ରମାଣ ।Continue reading “ଦକ୍ଷିଣ ଆଫ୍ରିକାରୁ ଭିଡିଓ କଲରେ ଇସ୍ରୋ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ: ଲାଇଭ ଦେଖିଲେ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପ୍ରକ୍ରିୟା”

ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ ସଫଳତାର ସହ ଲ୍ୟାଣ୍ଡିଂ କରିସାରିଛି । ଆଉ ବିଶ୍ୱରେ ଇତିହାସ ରଚିଛି ଭାରତ । ତୃତୀୟ ପ୍ରୟାସରେ ଭାରତକୁ ଏହି ବଡ ସଫଳତା ମିଳିଛି । ଆଜି ଯାଏଁ ଅପହଞ୍ଚ ଥିଲା ଦକ୍ଷିଣ ମେରୁ । ଦକ୍ଷିଣ ମେରୁରେ ପ୍ରଥମ ପହଞ୍ଚିଲା କେବଳ ଭାରତ । ଭାରତର ଏହି ସଫଳତାକୁ ଭର୍ଚୁଆଲ ମୋଡରେ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡି ପ୍ରକ୍ରିୟାକୁ ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏବେ ଦକ୍ଷିଣ ଆଫ୍ରିକାContinue reading “ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ସଫଳ ହେଲା ଚନ୍ଦ୍ରଯାନ-୩ ଅଭିଯାନ, ଦକ୍ଷିଣ ଆଫ୍ରିକାରୁ ତ୍ରିରଙ୍ଗା ଉଡାଇ ଇସ୍ରୋ ବୈଜ୍ଞାନିକଙ୍କ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂକୁ ସାରା ଦେଶର ୧୪୦ କୋଟି ଲୋକ ନଜର ରଖିଥିଲେ । ହେଲେ ଏବେ ସମସ୍ତଙ୍କ ଆଶା ପୁରଣ ହୋଇଛି । ଭାରତ ତାର ଚନ୍ଦ୍ର ଅଭିଯାନକୁ ସଫଳ କରିଛି । ସେପଟେ ଭାରତ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଇତିହାସ ରଚିଛି । ଏହି କ୍ରମରେ ଦକ୍ଷିଣ ଅଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫ୍ଟ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ସହContinue reading “ସଫଳ ହେଲା ଚନ୍ଦ୍ରଯାନ-୩ ଅଭିଯାନ, ଦକ୍ଷିଣ ଆଫ୍ରିକାରୁ ତ୍ରିରଙ୍ଗା ଉଡାଇ ଇସ୍ରୋ ବୈଜ୍ଞାନିକଙ୍କ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ”

ତୃତୀୟ ପ୍ରୟାସରେ ବଡ ସଫଳତା: ଜହ୍ନରେ ଭାରତ ଲେଖିଲା ନାଁ

କନକ ବ୍ୟୁରୋ: ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର । ଦକ୍ଷିଣ ମେରୁରେ ଉଡିଲା ତ୍ରିରଙ୍ଗା । ଭାରତର ଚନ୍ଦ୍ର ଅଭିଯାନ ସଫଳ । ଇତିହାସ ରଚିଲା ଇସ୍ରୋ । ତୃତୀୟ ପ୍ରୟାସରେ ଭାରତକୁ ବଡ ସଫଳତା ମିଳିଛି । ଆମେରିକା, ଚୀନ, ଋଷ ପରେ ଭାରତ ଏହି ସଫଳତା ପାଇଛି । ଆଜି ଯାଏଁ ଅପହଞ୍ଚ ଥିଲା ଦକ୍ଷିଣ ମେରୁ । ଦକ୍ଷିଣ ମେରୁରେ ପ୍ରଥମ ପହଞ୍ଚିଲା କେବଳ ଭାରତ । ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିContinue reading “ତୃତୀୟ ପ୍ରୟାସରେ ବଡ ସଫଳତା: ଜହ୍ନରେ ଭାରତ ଲେଖିଲା ନାଁ”

ଭାରତର ଚନ୍ଦ୍ର ଅଭିଯାନ ହେଲା ସଫଳ, ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ପ୍ରଶଂସାରେ ପୋତି ପକାଇଛି ବିଶ୍ୱ । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛିContinue reading “ଭାରତର ଚନ୍ଦ୍ର ଅଭିଯାନ ହେଲା ସଫଳ, ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି”

ବ୍ରିକ୍ସ ସମ୍ମିଳନୀ ମଞ୍ଚକୁ ଉଠିବା ବେଳେ ତଳେ ପଡିଥିଲା ତ୍ରିରଙ୍ଗା, ତଳୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ଏବେ ବ୍ରିକ୍ସ ଶୀଖର ସମ୍ମିଳନୀ ଚାଲିଛି । ଏଠାରେ ବ୍ରିକ୍ସରେ ସଦସ୍ୟତା ଥିବା ସମସ୍ତ ଦେଶର ଶୀର୍ଷନେତା ଏଠାରେ ଉପସ୍ଥିତ ରହିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀ ମଞ୍ଚକୁ ଯାଉଥିବା ବେଳେ ଦେଖିବାକୁ ପାଇଥିଲେ କି ଭାରତର ଜାତୀୟContinue reading “ବ୍ରିକ୍ସ ସମ୍ମିଳନୀ ମଞ୍ଚକୁ ଉଠିବା ବେଳେ ତଳେ ପଡିଥିଲା ତ୍ରିରଙ୍ଗା, ତଳୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ”

ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ସମୟର ଅପେକ୍ଷା: ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ରହିଛି ଯୋଜନା

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଂଟରର ଫଟୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଂଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ । ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଂଚିବ ଲ୍ୟାଣ୍ଡର । ଏହାପରେ ଆରମ୍ଭ ହେବContinue reading “ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ସମୟର ଅପେକ୍ଷା: ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ରହିଛି ଯୋଜନା”

କଂଗ୍ରେସର ବଡ ଅଭିଯୋଗ । ୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଉନାହାଁନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି । ବୁଧବାର ଦିନ ଖଡଗେ ଦାବି କରିଛନ୍ତି କି, ମୋଦୀ ସରକାର ଏପର୍ଯ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି । ଖଡଗେ କହିଛନ୍ତି କି ୧୮ ବର୍ଷ ପୂର୍ବେ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରମୁଖ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମContinue reading “କଂଗ୍ରେସର ବଡ ଅଭିଯୋଗ । ୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଉନାହାଁନ୍ତି କେନ୍ଦ୍ର ସରକାର”

ଗୋଟିଏ ଶିକ୍ଷାବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ପଢିବାକୁ ହେବ ୨ଟି ଭାଷା

କନକ ବ୍ୟୁରୋ : ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ପାଇଁ ବଡ ଖବର । ଶିକ୍ଷାମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଏବେ ବୋର୍ଡ ପରୀକ୍ଷା ବର୍ଷକୁ ୨ଥର ଅନୁଷ୍ଠିତ ହେବ । ଏହାସହ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ୨ଟି ଭାଷାରେ ପାଠ ପଢିବାକୁ ବାଧ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ତରଫରୁ ବୁଧବାର ଦିନ ନୂଆ ଶିକ୍ଷା ନୀତି ଅନୁରୂପ ଶିକ୍ଷା ପ୍ରଣାଳୀରେ ବଡ ପରିବର୍ତନ ଘୋଷଣା କରିବି କହିଛନ୍ତି କି, ୨୦୨୪Continue reading “ଗୋଟିଏ ଶିକ୍ଷାବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ପଢିବାକୁ ହେବ ୨ଟି ଭାଷା”

Design a site like this with WordPress.com
Get started