୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ : ନୂଆ ପ୍ରକ୍ରିୟାରେ କେଉଁମାନେ ହେବେ ଯୋଗ୍ୟ; କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

କନକ ବ୍ୟୁରୋ : ୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ । ନୂଆ ପ୍ରକ୍ରିୟାରେ କେଉଁମାନେ ଯୋଗ୍ୟ ହେବେ ଓସେପା କାର୍ଯ୍ୟ କରୁଛି । ଟର୍ମ ଓ କଣ୍ଡିସନ କ’ଣ ରହିବ ଓସେପା କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଦେଉଛି । ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ହାଇସ୍କୁଲ କ୍ଷେତ୍ରରେ କ’ଣ ଥିଲା ସମସ୍ତେ ଜାଣିଛନ୍ତି । ମାତ୍ର ୧୦ ମାସରେ ନିଜ ନିଷ୍ପତିକୁContinue reading “୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ : ନୂଆ ପ୍ରକ୍ରିୟାରେ କେଉଁମାନେ ହେବେ ଯୋଗ୍ୟ; କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?”

 ଜ୍ଯୋତିଷଠୁ ଶୁଭମୂହୁର୍ତ୍ତ ବାହାର କରି ଚୋର କରୁଛି ଚୋରୀ ।

ଗିରଫ ହେଇଥିବା ଜଣେ ଚୋର ଏକଥା ସ୍ଵୀକାର କରିଛି ଯେ ସେ ଚୋରୀ କରିବା ପୂର୍ବରୁ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲା ଏବଂ ସେ କହିଥିବା ଶୁଭମୁହୂର୍ତ୍ତରେ ଚୋରୀ କରିଥିଲା । ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଚୋର ଚୋରୀ କରିବା ପୂର୍ବରୁ ଜ୍ୟୋତିଷଠୁ ଶୁଭମୁହୂର୍ତ୍ତ ବାହାର କରିଥିଲା । ଏବଂ ଏହାପରେ 1 କୋଟି ଟଙ୍କାର ଲୁଟ କରିଥିଲା । ଜ୍ୟୋତିଷ ସହ ପରାମର୍ଶ କରିଥିଲା ମହାରାଷ୍ଟ୍ରContinue reading ” ଜ୍ଯୋତିଷଠୁ ଶୁଭମୂହୁର୍ତ୍ତ ବାହାର କରି ଚୋର କରୁଛି ଚୋରୀ ।”

ଭୁଶୁଡିଲା ନିର୍ମାଣଧୀନ ରେଲୱେ ପୋଲ : ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ; ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମିଜୋରାମରେ ଶୁଡିଲା ନିର୍ମାଣଧୀନ ରେଲୱେ ପୋଲ । ପୋଲ ଭୁଶୁଡିବାରୁ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୩୫ରୁ ୪୦ ଜଣ ଶ୍ରମିକ କାମରେ ନିୟୋଜିତ ଥିଲେ । କିଛି ଶ୍ରମିକ ତଳେ ଚାପି ରହିଥିବା ଆଶଙ୍କା ରହିଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୨ ପିଲାର ମଧ୍ୟରେ ଥିବା ଗାଡର ଖସିବାରୁ ଦୁର୍ଘଟଣା ଘଟିଛି । ମିଜୋରାମ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହContinue reading “ଭୁଶୁଡିଲା ନିର୍ମାଣଧୀନ ରେଲୱେ ପୋଲ : ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ; ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି”

ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଶେଷ ୭ ମିନିଟରେ କ’ଣ ହେବ? ଏଥର ହେବନି କ୍ରାସ ଲ୍ୟାଣ୍ଡିଂ? ଲ୍ୟାଣ୍ଡିଂ ପରେ କ’ଣ ହେବ?

କନକ ବ୍ୟୁରୋ : ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଧାର୍ଯ୍ୟସୂଚୀ ଅନୁସାରେ ସବୁ ଠିକଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଶେଷ ୭ ମିନିଟ୍ ଶେଷ ୭ ମିନିଟ ପୂର୍ବରୁ ଲ୍ୟାଣ୍ଡରର ଗତି ଓ ବେଗ ବଢିଯିବ ଲ୍ୟାଣ୍ଡରର ସେନ୍ସର ଗୁଡିକ ଚନ୍ଦ୍ରର ନିକଟବର୍ତ୍ତୀ ହେଲେ ଅଧିକ ସକ୍ରିୟ ହେବ ଚନ୍ଦ୍ରପୃଷ୍ଠର ସ୍ଥିତିContinue reading “ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଶେଷ ୭ ମିନିଟରେ କ’ଣ ହେବ? ଏଥର ହେବନି କ୍ରାସ ଲ୍ୟାଣ୍ଡିଂ? ଲ୍ୟାଣ୍ଡିଂ ପରେ କ’ଣ ହେବ?”

କେବୁଲ କାରରେ ଫସିଥିବା ୮ଜଣ ଉଦ୍ଧାର : ୧୪ ଘଣ୍ଟା ଧରି ଚାଲିଲା ରେସକ୍ୟୁ ଅପରେସନ; ୯୦୦ ଫୁଟ ଉଚ୍ଚରେ ଫସି ରହିଥିଲେ ୬ ଛାତ୍ରଙ୍କ ସମେତ ୨ ଶିକ୍ଷକ

କନକ ବ୍ୟୁରୋ : ପାକିସ୍ତାନରେ କେବୁଲ କାରରେ ଫସିଥିବା ୮ଜଣ ଉଦ୍ଧାର । ୯ଶହ ଫୁଟ୍ ଉପରେ ଝୁଲି ରହିଥିଲେ ୬ ଜଣ ସ୍କୁଲ ଛାତ୍ର । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଥିଲେ । ଏଭଳି ଏକ ଘଟଣା ଘଟିଛି ପାକିସ୍ତାନ ଖାଇବର-ପଖତୁନଖ୍ୱା ପ୍ରଦେଶରେ । ଫଶି ରହିଥିବା ସ୍କୁଲContinue reading “କେବୁଲ କାରରେ ଫସିଥିବା ୮ଜଣ ଉଦ୍ଧାର : ୧୪ ଘଣ୍ଟା ଧରି ଚାଲିଲା ରେସକ୍ୟୁ ଅପରେସନ; ୯୦୦ ଫୁଟ ଉଚ୍ଚରେ ଫସି ରହିଥିଲେ ୬ ଛାତ୍ରଙ୍କ ସମେତ ୨ ଶିକ୍ଷକ”

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ଯୁ ଖବର ଗୁଜବ

ଜିମ୍ବାୱେର ପୂର୍ବତନ କ୍ୟାପଟେନ  ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବୁଧବାର ସକାଳେ ପ୍ରଚାର ହେଇଥିଲା । କିଛିସମୟ ପରେ ଏହା ଗୁଜବ ବୋଲି ଜଣାପଡ଼ିଲା । 49 ବର୍ଷୀୟ ହିଥ୍ କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ସାଥି ଖେଳାଳି ହେନେରୀ ଓଲଙ୍ଗା ସୋସିଆଲ ମେଡ଼ିଆରେ ଏ ବିଷୟରେ ସୂଚନା ଦେଇଥିଲେ କିନ୍ତୁ ପରେ ସେ ନିଜେ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ ‘ହିଥ୍ ଷ୍ଟ୍ରିକ ଜୀବିତ ଅଛନ୍ତି’ । ଷ୍ଟ୍ରିକଙ୍କContinue reading “ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ଯୁ ଖବର ଗୁଜବ”

୧୬ ବର୍ଷ ବୟସରେ ହରାଇଲେ ଶ୍ରବଣଶକ୍ତି, ବିନା କୋଚିଂରେ ପାଇଲେ ଆଇଏଏସ । ସୌମ୍ୟାଙ୍କ ସଫଳତା ପଛର ସଂଘର୍ଷପୂର୍ଣ୍ଣ କାହାଣୀ ।

କନକ ବ୍ୟୁରୋ :  ପ୍ରତିକୂଳ ପରିସ୍ଥିତିରେ ହୋଇଥିବା ପ୍ରୟାସ ଓ କଠିନ ପରିଶ୍ରମ କେବେ ବୃଥା ଯାଏନି । ଆଉ ଏହା ସମ୍ଭବପର ହୋଇଥାଏ ଦୃଢ ଇଚ୍ଛାଶକ୍ତି ବଳରେ । ଯାହାର ସବୁଠୁ ବଡ ଉଦାହରଣ ହେଉଛନ୍ତି ଆଇଏଏସ ସୌମ୍ୟା ଶର୍ମା । ପ୍ରତିକୂଳ ପରିସ୍ଥିତିକୁ ପାର କରି ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ନାଁ, ସୌମ୍ୟା ଶର୍ମା । ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ହୋଇ ସ୍ୱପ୍ନକୁ ପୂରା କରିଥିବା ସୌମ୍ୟାଙ୍କContinue reading “୧୬ ବର୍ଷ ବୟସରେ ହରାଇଲେ ଶ୍ରବଣଶକ୍ତି, ବିନା କୋଚିଂରେ ପାଇଲେ ଆଇଏଏସ । ସୌମ୍ୟାଙ୍କ ସଫଳତା ପଛର ସଂଘର୍ଷପୂର୍ଣ୍ଣ କାହାଣୀ ।”

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ଶାବଳରେ ପିଟି ପିଟି ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଏଭଳି ଘଟଣା ଘଟିଛି । ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକ ଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି । ଏନେଇ ମୃତକଙ୍କ ଭାଇ ମୋହନା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି । ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେContinue reading “ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ଶାବଳରେ ପିଟି ପିଟି ହତ୍ୟା କଲା ସ୍ୱାମୀ”

ସୁଙ୍କି ଘାଟିରେ ଓଲଟିଲା ସରକାରୀ ବସ : ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା

କନକ ବ୍ୟୁରୋ : ସୁଙ୍କି ଘାଟିରେ ଓଲଟିଲା ସରକାରୀ ବସ । ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ଭାରସାମ୍ୟ ହରାଇ ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । The post ସୁଙ୍କି ଘାଟିରେ ଓଲଟିଲା ସରକାରୀ ବସ : ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା first appeared on Kanak News. from Kanak News via <a href="https://ifttt.com/?

ଚନ୍ଦ୍ରପୃଷ୍ଠରେ କେମିତି ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩? ଚନ୍ଦ୍ରରେ ପହଞ୍ଚିବା ପରେ କଣ କରିବ ରୋଭର, ଜାଣନ୍ତୁ ପ୍ରତି ମିନିଟର କାହାଣୀ ।

କନକ ବ୍ୟୁରୋ : ସନ୍ଧ୍ୟା ୬ଟା ବାଜି ମିନିଟ୍ । ପୂରା ବିଶ୍ୱର ନଜର ଅଟକିଯିବ । କାରଣ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଯେଉଁଥିପାଇଁ ଏବେଠାରୁ ଦେଶରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କିଭଳି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ତାହାକୁ ନେଇ ଦେଶବାସୀ ଉତ୍ସାହିତ । ଏବେ ସୁଦ୍ଧା ସବୁ ଠିକ୍ ଠାକ ରହିଥିବା ବେଳେ ଚନ୍ଦ୍ରଯାନରContinue reading “ଚନ୍ଦ୍ରପୃଷ୍ଠରେ କେମିତି ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩? ଚନ୍ଦ୍ରରେ ପହଞ୍ଚିବା ପରେ କଣ କରିବ ରୋଭର, ଜାଣନ୍ତୁ ପ୍ରତି ମିନିଟର କାହାଣୀ ।”

Design a site like this with WordPress.com
Get started