କନକ ବ୍ୟୁରୋ: ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ହଜାରରୁ ଶିକ୍ଷକଙ୍କୁ ଯୋଜନା ଭିତିକ ନିଯୁକ୍ତି ଦିଆଯିବ । ୨୦ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ରୁ ନିଯୁକ୍ତି ବନ୍ଦ ଥିଲା । ୭ବର୍ଷ ପରେ ଏହି ନିଯୁକ୍ତି ହେଉଛି । ବିଜ୍ଞପ୍ତି ଅନୁସାରେ ସମସ୍ତ ପ୍ରକ୍ରୀୟା କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି । ଯୋଜନ ଭିତିକ ନିଯୁକ୍ତି ହେବ । ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ବି ସେମାନଙ୍କୁ ରେଗୁଲାରContinue reading “ଠିକାରେ ଶିକ୍ଷକ ନିଯୁକ୍ତି ନିଷ୍ପତିକୁ ନେଇ ତେଜିଲା ବିବାଦ: ସମାଲୋଚନା କଲା ଅଭିଭାବକ ମହାସଂଘ, ପ୍ରଶ୍ନ ଉଠାଇଲା ବିଜେପି”
Tag Archives: News
ଚନ୍ଦ୍ରଯାନ-୩ର ସଫଳତା କାମନା କରି ସୀମା ହାଇଦର ରଖିଲେ ବ୍ରତ । କହିଲେ, ସଫଳ ଲ୍ୟାଣ୍ଡିଂ ନହେବା ଯାଏ ନା କିଛି ଖାଇବି ନା କିଛି ପିଇବି
କନକ ବ୍ୟୁରୋ : ଚନ୍ଦ୍ରଯାନ ୩ର ସଫଳ ଲ୍ୟାଣ୍ଡିଂ ନେଇ ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା । ଏହି କ୍ରମରେ ପାକିସ୍ତାନରୁ ଭାରତ ପଳାଇଆସିଥିବା ସୀମା ହାଇଦର ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ବ୍ରତ ରଖିଛନ୍ତି । ଏନେଇ ସୀମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି କି, ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନହେବା ପର୍ଯ୍ୟନ୍ତ ନା କିଛି ଖାଇବି ନା କିଛି ପିଇବି । ଭିଡିଓରେContinue reading “ଚନ୍ଦ୍ରଯାନ-୩ର ସଫଳତା କାମନା କରି ସୀମା ହାଇଦର ରଖିଲେ ବ୍ରତ । କହିଲେ, ସଫଳ ଲ୍ୟାଣ୍ଡିଂ ନହେବା ଯାଏ ନା କିଛି ଖାଇବି ନା କିଛି ପିଇବି”
ହିମାଚଳରେ ପ୍ରବଳ ବର୍ଷା ସହିତ ଜାରି ରହିଛି ଭୂସ୍ଖଳନ, ୫ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ପାହାଡି ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି । ଏହି କ୍ରମରେ ଆଜି ପୁଣି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ ଭୂସ୍ଖଳନ ହେବା କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ସିମଲାର ଶୋଲ ଗାଁContinue reading “ହିମାଚଳରେ ପ୍ରବଳ ବର୍ଷା ସହିତ ଜାରି ରହିଛି ଭୂସ୍ଖଳନ, ୫ଜଣଙ୍କ ମୃତ୍ୟୁ”
ଦିଲ୍ଲୀ ବିମାନବନ୍ଦରରେ ହୋଇଥାନ୍ତା ବଡ ଦୁର୍ଘଟଣା । ଏକା ସମୟରେ ୨ଟି ବିମାନକୁ ମିଳିଥିଲା ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଅନୁମତି, ହେଲେ…
କନକ ବ୍ୟୁରୋ : ବୁଧବାର ଦିଲ୍ଲୀ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । କାରଣ ଏଠାରେ ଗୋଟିଏ ସମୟରେ ହିଁ ବିମାନ ଲ୍ୟାଣ୍ଡିଙ୍ଗ ଓ ଟେକ୍ ଅଫ୍ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏଭଳି ଦୁର୍ଘଟଣାପୂର୍ବରୁ ହିଁ ଅଚାନକ ଗୋଟିଏ ବିମାନକୁ ରୋକାଯିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଥିଲା । ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ନୂଆ କରି ଉଦଘାଟନ ହୋଇଥିବା ରନୱେରେ ପଶ୍ଚିମବଙ୍ଗର ବାଗଡୋରା ଯାଉଥିବା ବିମାନକୁ ଟେକ୍ ଅଫ୍ ପାଇଁContinue reading “ଦିଲ୍ଲୀ ବିମାନବନ୍ଦରରେ ହୋଇଥାନ୍ତା ବଡ ଦୁର୍ଘଟଣା । ଏକା ସମୟରେ ୨ଟି ବିମାନକୁ ମିଳିଥିଲା ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଅନୁମତି, ହେଲେ…”
କ’ଣ ଏହି ମିଶନ୍ ଚନ୍ଦ୍ରଯାନ ? କିପରି ହୋଇଥିଲା ଲଚିଂ ? ‘ଚନ୍ଦ୍ରଯାନ-୩’ ଅଭିଯାନର ପୂରା କାହାଣୀ
କନକ ବ୍ୟୁରୋ : ଭାରତର ସବୁଠାରୁ କଷ୍ଟକର ମହାକାଶ ଅଭିଯାନ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ବଡ଼ ଚ୍ୟାଲେଞ୍ଜ । ଚନ୍ଦ୍ରଯାନ-୧ରେ ଚନ୍ଦ୍ରରେ ପାଣିର ସନ୍ଧାନ ମିଳିଥିଲା ।ଚନ୍ଦ୍ରର ରହସ୍ୟମୟ ଦକ୍ଷିଣ ମେରୁରେ ପହଂଚିବ ଚନ୍ଦ୍ରଯାନ-୩ । ଚନ୍ଦ୍ରର ୪୧% ଅଂଶ ଏବେ ବି ରହସ୍ୟ ଘେରରେ ରହିଛି । ୧୪ ଦିନ ଧରି ଏହି ଅଂଚଳର ତଥ୍ୟ ପଠାଇବ ରୋଭର ପ୍ରଜ୍ଞାନ । ଦକ୍ଷିଣ ମେରୁରେ କେବେ ବି ସୂର୍ଯ୍ୟ କିରଣ ପଡି଼ନି । ଏହିContinue reading “କ’ଣ ଏହି ମିଶନ୍ ଚନ୍ଦ୍ରଯାନ ? କିପରି ହୋଇଥିଲା ଲଚିଂ ? ‘ଚନ୍ଦ୍ରଯାନ-୩’ ଅଭିଯାନର ପୂରା କାହାଣୀ”
ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା : ସାମ୍ନାକୁ ଆସିଲା ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ
କନକ ବ୍ୟୁରୋ : ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ । ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଞ୍ଚିବ ଲ୍ୟାଣ୍ଡର । ଏହା ପରେContinue reading “ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା : ସାମ୍ନାକୁ ଆସିଲା ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ”
ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା : ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ; ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା ବିରୋଧୀ ଅପରାଧ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନି ନିର୍ଯ୍ୟାତନା ଦେଇଥିବା ନେଇ ରହିଛି ଅଭିଯୋଗ । ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସମ୍ପର୍କରେ ଗତ ୧୩ ତାରିଖ ଦିନContinue reading “ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା : ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ; ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ”
ବିଏମସି ଅଫିସ ଭିତରକୁ ଛାଡିଲେ ମଶା ଧୂଆଁ : ଡେଙ୍ଗୁ ସ୍ଥିତି ନେଇ ଘେରିଲା ବିଜେପି
କନକ ବ୍ୟୁରୋ : ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି ନେତା । ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇContinue reading “ବିଏମସି ଅଫିସ ଭିତରକୁ ଛାଡିଲେ ମଶା ଧୂଆଁ : ଡେଙ୍ଗୁ ସ୍ଥିତି ନେଇ ଘେରିଲା ବିଜେପି”
ଠିକା ଶିକ୍ଷକ ନିଯୁକ୍ତିକୁ ନିନ୍ଦା କଲା ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ
କନକ ବ୍ୟୁରୋ : ଠିକା ଶିକ୍ଷକ ନିଯୁକ୍ତିକୁ ନିନ୍ଦା କଲା ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ । ୨୦ ହଜାର ଶିକ୍ଷକ ନିଯୁକ୍ତିକୁ ସ୍ୱାଗତ କରୁଛୁ । କିନ୍ତୁ ପୁଣି ଥରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଅତ୍ୟନ୍ତ ଦୁଃଖଦାୟକ । ଆମେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜୟ ମଲ୍ଲ । ସେପଟେ, ଠିକାରେ ଶିକ୍ଷକ ନିଯୁକ୍ତିକୁ ଓଡିଶା ଅଭିଭାବକ ମହାସଂଘର ବିରୋଧ । ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁContinue reading “ଠିକା ଶିକ୍ଷକ ନିଯୁକ୍ତିକୁ ନିନ୍ଦା କଲା ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ”
ଠିକାରେ ଶିକ୍ଷକ ନିଯୁକ୍ତିକୁ ଓଡିଶା ଅଭିଭାବକ ମହାସଂଘର ବିରୋଧ : ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ବାସୁଦେବ ଭଟ୍ଟଙ୍କ ଦାବି
କନକ ବ୍ୟୁରୋ : ଠିକାରେ ଶିକ୍ଷକ ନିଯୁକ୍ତିକୁ ଓଡିଶା ଅଭିଭାବକ ମହାସଂଘର ବିରୋଧ । ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ବାସୁଦେବ ଭଟ୍ଟ ଦାବି କରିଛନ୍ତି । ଉଚ୍ଚ ଶିକ୍ଷିତ ଯୁବକ ମାଗଣାରେ କାମ କରିବେ । ପିଲା ମୁର୍ଖ ବାହାରିଲେ ଦୋଷ ନେବ କିଏ ? ସେପଟେ, ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କିନ୍ତୁ ଭିନ୍ନ ଢଙ୍ଗରେ ଏହି କାମ କରିଛନ୍ତି । ଏଥିପାଇଁ କନିଷ୍ଠ ଶିକ୍ଷକ ନିଯୁକ୍ତିContinue reading “ଠିକାରେ ଶିକ୍ଷକ ନିଯୁକ୍ତିକୁ ଓଡିଶା ଅଭିଭାବକ ମହାସଂଘର ବିରୋଧ : ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ବାସୁଦେବ ଭଟ୍ଟଙ୍କ ଦାବି”