ମିଶନ ମୁନର ସଫଳତା ପାଇଁ ଦେଶ-ବିଦେଶରେ ପୂଜାର୍ଚ୍ଚନା : ଆମେରିକାର ନ୍ୟୁ ଜର୍ସି. ଭର୍ଜିନିଆରେ ପ୍ରବାସୀ ଭାରତୀୟଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଗାଁଠ ସହର ସବୁଛି ଉତ୍କଣ୍ଠା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଲୋକେ ଚନ୍ଦ୍ରଯାନ ସଫଳତା କାମନା କରି ପୂଜାର୍ଚ୍ଚନା କରୁଥିବା ବେଳେ ଆମେରିକାରୁ ଆସିଛି ଭିଡିଓ । ଆମେରିକାର ନ୍ୟୁ ଜର୍ସି, ଭର୍ଜିନିଆରେ ଲୋକେ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । The post ମିଶନ ମୁନର ସଫଳତା ପାଇଁ ଦେଶ-ବିଦେଶରେ ପୂଜାର୍ଚ୍ଚନା : ଆମେରିକାର ନ୍ୟୁ ଜର୍ସି. ଭର୍ଜିନିଆରେ ପ୍ରବାସୀ ଭାରତୀୟଙ୍କ ପୂଜାର୍ଚ୍ଚନା firstContinue reading “ମିଶନ ମୁନର ସଫଳତା ପାଇଁ ଦେଶ-ବିଦେଶରେ ପୂଜାର୍ଚ୍ଚନା : ଆମେରିକାର ନ୍ୟୁ ଜର୍ସି. ଭର୍ଜିନିଆରେ ପ୍ରବାସୀ ଭାରତୀୟଙ୍କ ପୂଜାର୍ଚ୍ଚନା”

ବେଆଇନ କପ ସିରପ କାରବାର, ପୁଲିସର ବଡ କାର୍ଯ୍ୟାନୁଷ୍ଠାନ : ୮ ହଜାର କପ ସିରପ ବୋତଲ ଜବତ, ୫୭ ନିଶା ବେପାରୀ ଗିରଫ

କନକ ବ୍ୟୁରୋ : ବେଆଇନ କପ ସିରପ କାରବାର ଉପରେ ବରଗଡ଼ ପୁଲିସର ବଡ କାର୍ଯ୍ୟାନୁଷ୍ଠାନ । ପ୍ରାୟ ୮ ହଜାର କପ ସିରପ ବୋତଲ ଜବତ କରିବା ସହ ୫୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ବରଗଡ଼ ପୁଲିସ । ପଡୋଶୀ ଛତିଶଗଡ଼ରୁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ କପ ସିରଫ ସହ ନିଶା ଇଞ୍ଜେକ୍ସନ ଆସୁଥିଲା । ପରେ ବରଗଡ଼ ଅଞ୍ଚଳର ଗଳିକନ୍ଦିରେ ବିକ୍ରି ହେଉଥିଲା । ଆଉ ନିଶା ସେବନ କରି ଯୁବପିଢୀContinue reading “ବେଆଇନ କପ ସିରପ କାରବାର, ପୁଲିସର ବଡ କାର୍ଯ୍ୟାନୁଷ୍ଠାନ : ୮ ହଜାର କପ ସିରପ ବୋତଲ ଜବତ, ୫୭ ନିଶା ବେପାରୀ ଗିରଫ”

ଅଜଗର ପେଟରୁ ବାହାରିଲା ଛେଳି : ଚରିବାକୁ ଯାଇଥିବା ବେଳେ ଭିଡି ନେଇଗଲା ସାପ

କନକ ବ୍ୟୁରୋ : ଅଜଗର ପେଟରୁ ବାହାରିଲା ଛେଳି । ଛେଳିକୁ ଗିଳିଥିଲା ଅଜଗର ସାପ । ଛେଳି ଚରିବାକୁ ଯାଇଥିବା ବେଳେ ବିଶାଳ ଅଜଗର ଭିଡି ନେଇଥିଲା । ସୁବର୍ଣ୍ଣପୁର ଜିଲ୍ଲା କୁଡାପଡାରେ ଏଭଳି ଘଟଣା ଘଟିଛି । ଗତକାଲି ଅପରହ୍ନରେ ସ୍ଥାନୀୟ କଳାପଥର ଗାଁର ଛେଳି ଚରାଳି ସଦାନନ କର୍ଣ୍ଣ ଛେଳି ଚରାଇବାକୁ ବନକୁ ଯାଇଥିଲେ । ଛେଳିଟି ବୁଦା ନିକଟରେ ଚରୁଥିବା ବେଳେ ଅଜଗର ତାକୁ ଭିଡି ନେଇଥିଲା । ପରେ ଲୋକେContinue reading “ଅଜଗର ପେଟରୁ ବାହାରିଲା ଛେଳି : ଚରିବାକୁ ଯାଇଥିବା ବେଳେ ଭିଡି ନେଇଗଲା ସାପ”

ଟପ୍ ମାଓ ଦମ୍ପତି ଗିରଫ : ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମିକୁ ଜବଲପୁରରୁ ଗିରଫ କଲା ଏଟିଏସ୍

କନକ ବ୍ୟୁରୋ : ଟପ୍ ମାଓବାଦୀ ଦମ୍ପତି ଗିରଫ । ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମି ଗିରଫ । ମଧ୍ୟପ୍ରଦେଶର ଜବଲପୁର ଠାରୁ ଉଭୟଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍ । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ସଦସ୍ୟ ଥିଲେ ଅଶୋକ । ମାଓ ସଙ୍ଗଠନର ନେତା ଭାବେ କାର୍ଯ୍ୟ କରୁଥିଲେ ଅଶୋକ । ଆଉ ପତ୍ନୀ ସଙ୍ଗଠନ ପାଇଁ ପତ୍ର ପତ୍ରିକା ଲେଖୁଥିଲେ । ମାଓବାଦୀଙ୍କ ପାଇଁ ସାମ୍ବାଦିକତା କରୁଥିଲେ ରାମିContinue reading “ଟପ୍ ମାଓ ଦମ୍ପତି ଗିରଫ : ମାଓ ନେତା ଅଶୋକ ରେଡ୍ଡିଙ୍କ ସହ ପତ୍ନୀ ରାମିକୁ ଜବଲପୁରରୁ ଗିରଫ କଲା ଏଟିଏସ୍”

ପାଖେଇ ଆସୁଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ସମୟ : ୯ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ

କନକ ବ୍ୟୁରୋ :  ପାଖେଇ ଆସୁଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ସମୟ । ୯ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ । ତେବେ ଲ୍ୟାଣ୍ଡିଂ ବା ଅବତରଣର ଶେଷ ୧୫ରୁ ୧୭ ମିନିଟ୍ ଚନ୍ଦ୍ରଯାନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ’୧୫ ମିନିଟ୍ସ ଅଫ୍ ଟେରର’ କହିଛି । – ୧୫ ମିନିଟରେ ଲ୍ୟାଣ୍ଡରର ଗତିକୁ କମାଇ ଭୂ-ସମାନ୍ତର ସ୍ଥିତିରୁ ଭୂ-ଲମ୍ବ ସ୍ଥିତିକୁ ଅଣାଯିବ – ଏଥିରେ ସଫଳତାContinue reading “ପାଖେଇ ଆସୁଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ସମୟ : ୯ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ”

କନ୍ଦରସିଂହା ଗ୍ରାମରେ ହାତୀ ଆତଙ୍କ : ପାଚେରୀ ଭାଙ୍ଗିଲେ ୩୦ ବଣୁଆ ହାତୀ ପଲ

କନକ ବ୍ୟୁରୋ : ଢେଙ୍କାନାଳ କନ୍ଦରସିଂହା ଗ୍ରାମରେ ହାତୀ ଆତଙ୍କ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ତିରିଶି ଟିକିଆ ବଣୁଆ ହାତୀ ପଲ ୭ ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦେଇଛନ୍ତି । ବ୍ରାହ୍ମଣୀ ନଦୀ ବଢିଥିବା ଯୋଗୁଁ ହାତୀ ପଲ ନଆସୁଥିବା ବେଳେ ଦୁଇ ଦିନ ହେବ ନଦୀ ପାଣି କମିଥିବା ଯୋଗୁଁ ହିନ୍ଦୋଳ ବନ୍ୟ ଅଞ୍ଚଳରୁ ଏହି ହାତୀ ପଲ ଆସିଛନ୍ତି । ହାତୀ ପଲ ଆସି ଭଙ୍ଗାରୁଜା କରୁଥିବାରୁ ଲୋକେ ଆତଙ୍କିତContinue reading “କନ୍ଦରସିଂହା ଗ୍ରାମରେ ହାତୀ ଆତଙ୍କ : ପାଚେରୀ ଭାଙ୍ଗିଲେ ୩୦ ବଣୁଆ ହାତୀ ପଲ”

ଚନ୍ଦ୍ରଯାନ-୩ : ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡିଂ; ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଶେଷ ୧୫ ମିନିଟ୍ ବେଶ ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ : ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉନ୍ଟଡାଉନ୍ । ଧାର୍ଯ୍ୟସୂଚୀ ଅନୁସାରେ ସବୁ ଠିକ୍ଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତିContinue reading “ଚନ୍ଦ୍ରଯାନ-୩ : ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡିଂ; ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଶେଷ ୧୫ ମିନିଟ୍ ବେଶ ଗୁରୁତ୍ୱପୂର୍ଣ୍ଣ”

ସିଦ୍ଧାର୍ଥ ରାଉତରାୟଙ୍କ ରେକର୍ଡ : ପ୍ରଥମ ଓଡିଆ ଭାବେ ଉଚ୍ଚତମ ଶୃଙ୍ଗ କଲେ ଆହୋରଣ

କନକ ବ୍ୟୁରୋ : ପ୍ରଥମ ଓଡ଼ିଆ ଭାବେ ସାତଟି ମହାଦେଶର ଉଚ୍ଚତମ ଶୃଙ୍ଗକୁ ଆରୋହଣ କରିଛନ୍ତି ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ନିକଟରେ ଅଗଷ୍ଟ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶୃଙ୍ଗକୁ ଆରୋହଣ କରି ସେଠାରେ ଜଗନ୍ନାଥଙ୍କ ପତିତପାବନ ବାନା, ଲିଙ୍ଗରାଜଙ୍କ ବାନା ଓ ଜାତୀୟ ପତାକା ଉଡ଼ାଇଛନ୍ତି । ଓଡ଼ିଆ ଭାବେ ଓଡ଼ିଶାର ପାଇଁ ସେ ଗୌରବ ଆଣିଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ଶତାଧିକ ଲୋକ ଭବ୍ୟContinue reading “ସିଦ୍ଧାର୍ଥ ରାଉତରାୟଙ୍କ ରେକର୍ଡ : ପ୍ରଥମ ଓଡିଆ ଭାବେ ଉଚ୍ଚତମ ଶୃଙ୍ଗ କଲେ ଆହୋରଣ”

ସାଇବର ଠକେଇ ଅଭିଯୋଗ : ଗିରଫ ହେଲେ ଭୋଗରାଇର ଘନଶ୍ୟାମ ଦାସ

କନକ ବ୍ୟୁରୋ : ସାଇବର ଠକେଇ ଅଭିଯୋଗରେ ଚନ୍ଦନେଶ୍ୱରରୁ ଜଣେ ଯୁବକଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ପୁଲିସ ଗିରଫ କକିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ସୁନ୍ଦରବନ ସାଇବର ଥାନାର ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ସ୍ୱର୍ଗତ ବାଦଲ ଦାସଙ୍କ ପୁଅ ଘନଶ୍ୟାମ ଦାସ । ଘନଶ୍ୟାମଙ୍କର ଚନ୍ଦନେଶ୍ୱର ବଜାରରେ ଏକ ମୋବାଇଲ ଦୋକାନ ଅଛି । ତେବେ ତାଙ୍କ ନାମରେ ୭ରୁContinue reading “ସାଇବର ଠକେଇ ଅଭିଯୋଗ : ଗିରଫ ହେଲେ ଭୋଗରାଇର ଘନଶ୍ୟାମ ଦାସ”

ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ

କନକ ବ୍ୟୁରୋ : ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତିContinue reading “ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ”

Design a site like this with WordPress.com
Get started