ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ୨ଟି ସ୍ଥାନରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର

କନକ ବ୍ୟୁରୋ : ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ୭୫ ମିଟର ପରିଧି ଭିତରେ ଦୁଇଟି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା ହେବ । ଏମାର ମଠ ଜାଗାରେ ହିଁ ରଘୁନନ୍ଦନ ପାଠାଗାର ଗୃହ ନିର୍ମାଣ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପରିକ୍ରମା ପ୍ରକଳ୍ପ ଓ ଅବଢ଼ା ଯୋଜନାରେ ଓବିସିସି ନିର୍ମାଣ ଚାଲିଥିବାContinue reading “ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ୨ଟି ସ୍ଥାନରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର”

ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ : ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ କହିଲେ ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ

କନକ ବ୍ୟୁରୋ : ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ । ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ ନରେନ୍ଦ୍ର ମୋଦୀ ହିନ୍ଦୀରେ ଅଭିଭାଷଣ ରଖି କହିଛନ୍ତି, ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ । ଭାରତର ଅଭିବୃଦ୍ଧିରେ ବ୍ରିକ୍ସର ଅବଦାନ ରହିଛି କହି ପ୍ରଶଂସା କରିଛନ୍ତି । ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି । ଖୁବଶୀଘ୍ର ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ । ଦଶ ବର୍ଷ ମଧ୍ୟରେ ଆମର ଅର୍ଥନୈତିକ ସହଯୋଗ ବୃଦ୍ଧିରେ ବ୍ରିକ୍ସContinue reading “ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ : ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ କହିଲେ ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ”

ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ କାର୍ଯ୍ୟାନୁଷ୍ଠାନ : ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି; ପତ୍ନୀଙ୍କ ବିରୋଧରେ ହେଲାନି ମାମଲା ରୁଜୁ

କନକ ବ୍ୟୁରୋ : ବିବାଦ ବଢ଼ିବା ପରେ ବଦଳିଲେ ଅନୁଗୁଳ ଡିଆଇଜି । ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଅନୁଗୁଳ ଡିଆଇଡି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାର୍ଟର, କଟକକୁ ବଦଳି କରାଯାଇଛି । ହେଲେ ପୁଲିସ ବାବୁଆଣୀଙ୍କ ବିରୋଧରେ ମାମଲା ରୁଜୁ କରିନି ପୋଲିସ କିମ୍ବା ତାଙ୍କୁ ପଚରାଉଚରା ଲାଗି ସାହସ ଜୁଟେଇ ପାରିନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଇନ ତା’ ବାଟରେ ଯିବ । ଏପଟେ କିନ୍ତୁ ପୁଲିସ ଆଇପିଏସଙ୍କ ପତ୍ନୀଙ୍କContinue reading “ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ କାର୍ଯ୍ୟାନୁଷ୍ଠାନ : ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି; ପତ୍ନୀଙ୍କ ବିରୋଧରେ ହେଲାନି ମାମଲା ରୁଜୁ”

ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ  

କନକ ବ୍ୟୁରୋ : ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ  । ହେଲେ ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି । ଆଉ ଏବେ ଗିରଫ ହୋଇ ଜେଲ ଗଲେ । ଅଧ୍ୟାପିକା ଜଣଙ୍କ ହେଲେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ । ସେ ଓଡିଆ ବିଭାଗର ଅଧ୍ୟାପିକା । ହେଲେ ସେ ନିଜେ ଜଣେ ଛାତ୍ରୀ ସାଜି ପରୀକ୍ଷା ଦେବାକୁ ଆସି ନ ଥିବା ଜଣେ ଛାତ୍ରୀଙ୍କ ଖାତାରେContinue reading “ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ  “

ରୋପ୍ ୱେରେ ଯାତ୍ରା କରୁଥିବା ବେଳେ ଅଘଟଣ : ୯୦୦ ଫୁଟ୍ ଉପରେ ଝୁଲି ରହିଛନ୍ତି ୬ ଜଣ ସ୍କୁଲ ଛାତ୍ର

କନକ ବ୍ୟୁରୋ : ରୋପ୍ ୱେରେ ଯାତ୍ରା କରୁଥିବା ବେଳେ ଅଘଟଣ । ୯୦୦ ଫୁଟ୍ ଉପରେ ଝୁଲି ରହିଛନ୍ତି ୬ ଜଣ ସ୍କୁଲ ଛାତ୍ର । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଛନ୍ତି । ଏଭଳି ଏକ ଘଟଣା ଘଟିଛି ପାକିସ୍ତାନ ଖାଇବର-ପଖତୁନଖ୍ୱା ପ୍ରଦେଶରେ । ଗତକାଲି ସକାଳ ପ୍ରାୟContinue reading “ରୋପ୍ ୱେରେ ଯାତ୍ରା କରୁଥିବା ବେଳେ ଅଘଟଣ : ୯୦୦ ଫୁଟ୍ ଉପରେ ଝୁଲି ରହିଛନ୍ତି ୬ ଜଣ ସ୍କୁଲ ଛାତ୍ର”

ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା : ଶରତ ନାୟକ, ଓ ଅନୁପମ ରାୟ ଗିରଫ; ପୋଲିସର ଭୂମିକାକୁ ନେଇ କେବେ ହେବ ତଦନ୍ତ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଶରତ ନାୟକ ଓ କ୍ରୀଡା ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରିଛି । ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ଜାଣିଶୁଣି ସରକାରୀ ଅଧିକାରୀଙ୍କୁ ମିଛ ତଥ୍ୟ ଦେବା, ନାବାଳିକାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ବିଭିନ୍ନ ଦଫା ଲଗାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ପୁଲିସକୁ ମିଥ୍ୟା ତଥ୍ୟ ଦେଇଥିବା ନାବାଳିକାରContinue reading “ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା : ଶରତ ନାୟକ, ଓ ଅନୁପମ ରାୟ ଗିରଫ; ପୋଲିସର ଭୂମିକାକୁ ନେଇ କେବେ ହେବ ତଦନ୍ତ ଉଠିଲା ପ୍ରଶ୍ନ”

ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

କନକ ବ୍ୟୁରୋ : ମାତ୍ର ୧୦ ମାସରେ ନିଜ ନିଷ୍ପତ୍ତିକୁ ଢୋକିଲେ ରାଜ୍ୟ ସରକାର । ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କିନ୍ତୁ ଭିନ୍ନ ଢଙ୍ଗରେ ଏହି କାମ କରିଛନ୍ତି । ଏଥିପାଇଁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ଏହାରContinue reading “ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା”

ଆଜି ଜହ୍ନରେ ପାଦ ଥାପିବ ଭାରତ : ଚନ୍ଦ୍ରଯାନ-୩ର ଶେଷ ୧୫ ମିନିଟ ସଫ୍ଟ ଲ୍ୟାଣ୍ଡିଂ ଉପରେ ସାରା ବିଶ୍ୱର ନଜର; ଇସ୍ରୋ କହିଲା କାର୍ଯ୍ୟସୂଚୀରେ ହେବନି ପରିବର୍ତ୍ତନ

କନକ ବ୍ୟୁରୋ : ଆଉ ଠିକ୍ ୧୨ ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦେଶର ବିଭିନ୍ନ ସ୍ଥାନରେ ଏଥିପାଇଁ ପୂଜାର୍ଚନା ହୋଇଛି । ଆଉ ଭାରତର ଏହି ମିଶନ ଚନ୍ଦ୍ରଯାନ ଉପରେ ଏବେ ସାରା ବିଶ୍ୱର ରହିଛି ନଜର । ଇସ୍ରୋ ସୂଚନା ଦେଇଛି ଯେ ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ । ଗତ ରବିବାର ଏହିContinue reading “ଆଜି ଜହ୍ନରେ ପାଦ ଥାପିବ ଭାରତ : ଚନ୍ଦ୍ରଯାନ-୩ର ଶେଷ ୧୫ ମିନିଟ ସଫ୍ଟ ଲ୍ୟାଣ୍ଡିଂ ଉପରେ ସାରା ବିଶ୍ୱର ନଜର; ଇସ୍ରୋ କହିଲା କାର୍ଯ୍ୟସୂଚୀରେ ହେବନି ପରିବର୍ତ୍ତନ”

ପ୍ରଧାନମନ୍ତ୍ରୀ ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର । ଭିଡିଓ ଜାରି କରି ପଠାଇଥିବା ରାକ୍ଷୀ ପିନ୍ଧିବାକୁ କଲେ ଅନୁରୋଧ

କନକ ବ୍ୟୁରୋ : ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଉ ଏହି ପର୍ବକୁ ପ୍ରତ୍ୟେକ ଭାଇ ଭଉଣୀ ଚାତକ ଭଳି ଚାହିଁବସିଥାନ୍ତି । ଯିଏ ଯେତେ ଦୂରରେ ଥାଉ ଭାଇ ପାଇଁ ରାକ୍ଷୀଟିଏ ପଠାଏ । ହାତରେ ରାକ୍ଷୀ ବାନ୍ଧି ନପାରିଲେ ମଧ୍ୟ ଭାଈ ପାଇଁ ପଠାଏ ସ୍ନେହର ରାକ୍ଷୀ । ତେବେ ଏହାରି ମଧ୍ୟରେ ପାକିସ୍ତାନରୁ ଆସିଥିବା ମହିଳା ସୀମା ହାଇଦର ମଧ୍ୟ ପଛରେ ପଡ଼ିନାହାନ୍ତି । ସୀମା ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତContinue reading “ପ୍ରଧାନମନ୍ତ୍ରୀ ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର । ଭିଡିଓ ଜାରି କରି ପଠାଇଥିବା ରାକ୍ଷୀ ପିନ୍ଧିବାକୁ କଲେ ଅନୁରୋଧ”

ବଦଳିବ ଯୁଦ୍ଧର ମୋଡ, ବଢିବ ୟୁକ୍ରେନର ବଳ । ଜେଲେନସ୍କିଙ୍କ ଅନୁରୋଧ ପରେ ଆମେରିକା ଦେବ ଏଫ ୧୬ ଲଢୁଆ ଯୁଦ୍ଧ ବିମାନ

କନକ ବ୍ୟୁରୋ : ବଦଳିବ ରୁଷ-ୟୁକ୍ରେନ ଯୁଦ୍ଧର ମୋଡ । ଯୁଦ୍ଧ ଭିତରେ ବଢିବ ୟୁକ୍ରେନର ବଳ । ଖୁବ ଶିଘ୍ର ଆମେରିକା ନିର୍ମିତ ଲଢୁଆ ଯୁଦ୍ଧ ବିମାନ ଏଫ-ସିକ୍ସଟିନ ୟୁକ୍ରେନକୁ ମିଳିବାକୁ ଯାଉଛି । ନାଟୋର ସହଯୋଗୀ ଦେଶ ନେଦରଲ୍ୟାଣ୍ଡ ଓ ଡେନମାର୍କ ଏହି ବଡ ସାମାରିକ ସହାୟତା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନେଇ ଆମେରିକା ମଧ୍ୟ ମଂଜୁରୀ ଦେଇସାରିଛି । ବିଶ୍ୱର ସବୁଠାରୁ ଭୟ୍ଙ୍କର ଯୁଦ୍ଧ ବିମାନ ହେଉଛି ଏଫ-୧୬Continue reading “ବଦଳିବ ଯୁଦ୍ଧର ମୋଡ, ବଢିବ ୟୁକ୍ରେନର ବଳ । ଜେଲେନସ୍କିଙ୍କ ଅନୁରୋଧ ପରେ ଆମେରିକା ଦେବ ଏଫ ୧୬ ଲଢୁଆ ଯୁଦ୍ଧ ବିମାନ”

Design a site like this with WordPress.com
Get started