କନକ ବ୍ୟୁରୋ : ରାଜନେତାଙ୍କ ବିଭିନ୍ନ ଗସ୍ତ ଉପରେ ଥାଏ ଜନତାଙ୍କ ନଜର । ସେମାନେ କୁଆଡ଼େ ଯାଉଛନ୍ତି , ସେଠାରେ କ’ଣ କରୁଛନ୍ତି । ରାଜନୈତିକ ବିଷୟ ବସ୍ତୁ ହେଉ କିମ୍ବା ବ୍ୟକ୍ତିଗତ ଆଦି ପ୍ରତ୍ୟେକଟି ବିଷୟରେ ସବୁବେଳେ ଜାଣିବାକୁ ଉତ୍ସୁକ ଥାନ୍ତି ଜନତା । ଆଉ ଖାସ୍ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଯେବେ କୁଆଡ଼େ ଗସ୍ତ ଥାଏ ତାଙ୍କ ପ୍ରଶଂସକ ଅଧିକ ଉତ୍କଣ୍ଠା ପ୍ରକାଶ କରନ୍ତି ।Continue reading “ଲଦାଖ ଗସ୍ତରେ ରାହୁଲ ଗାନ୍ଧୀ । ବାଇକରେ ବୁଲିଲେ ବିଭିନ୍ନ ସ୍ଥାନ, ପରିବା ବଜାର ଗଲେ, ପିଲାଙ୍କ ସହ ମସ୍ତି କଲେ”
Tag Archives: News
ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ବୈଠକରେ ସାମିଲ ହେବେ ବ୍ରାଜିଲ, ଚୀନ, ଋଷର ନେତା
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୫ତମ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦୀ ଯାଇଥିବାବେଳେ ଏହି କାର୍ଯ୍ୟକ୍ରମ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ମୋଦୀ ମଙ୍ଗଳବାର ସାଉଥ ଆଫ୍ରିକା ଗସ୍ତରେ ଥିବାବେଳେ ୨୩ରେ ଶିଖର ସମ୍ମିଳନୀରେ ଯୋଗ ଦେବେ । ସାଉଥ ଆଫ୍ରିକା ରାଷ୍ଟ୍ରପତି ସାଇରିଲ ରାମଫୋସାଙ୍କ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି । ତେବେ ଏହି ଗସ୍ତ ବେଳେ ମୋଦୀ ଏହାକୁ ନେଇ ଟ୍ୱିଟContinue reading “ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ବୈଠକରେ ସାମିଲ ହେବେ ବ୍ରାଜିଲ, ଚୀନ, ଋଷର ନେତା”
ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ, ମହିଳାଙ୍କୁ ମାସିକ ଦିଆଯିବ ୧୫ଶହ ଟଙ୍କା ଭତ୍ତା
କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ପାଇଁ ସରଗରମ ରାଜନୀତି । ବିଜେପି, ଆମ ଆଦମୀ ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟପ୍ରଦେଶ ବାସୀଙ୍କୁ ଦେଇଛି ପ୍ରତିଶ୍ରୁତି । ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ଚାଷୀଙ୍କ ଋଣ ଛାଡ କରିବ ବୋଲି ଆଜି ଘୋଷଣା କରିଛି ଦଳ । ସେପଟେ ୫ଶହ ଟଙ୍କାରେ ରୋଷେଇ ଗ୍ୟାସ ଓ ପ୍ରତ୍ୟକ ମହିଳାଙ୍କୁ ପ୍ରତିମାସରେ ୧୫ଶହ ଟଙ୍କା ଭତା ଦିଆଯିବ । ଏଥିସହ ବିହାର ଫମୂର୍ଲା ମଧ୍ୟପ୍ରଦେଶରେ ଆପଣାଇବContinue reading “ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ, ମହିଳାଙ୍କୁ ମାସିକ ଦିଆଯିବ ୧୫ଶହ ଟଙ୍କା ଭତ୍ତା”
ବିବାଦୀୟ ଟୁଇଟ କରି ଫସିଲେ ଅଭିନେତା ପ୍ରକାଶ ରାଜ । ଚନ୍ଦ୍ରଯାନ ଥ୍ରୀକୁ ନେଇ ଟୁଇଟରରେ ପୋଷ୍ଟ କରିଥିଲେ କାର୍ଟୁନ
କନକ ବ୍ୟୁରୋ : ଚନ୍ଦ୍ରଯାନ-ଥ୍ରୀ ମିଶନକୁ ନେଇ ବିବାଦୀୟ ଟୁଇଟ କରିବା ପରେ ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ କର୍ଣ୍ଣାଟକ ବାଗାଲାକୋଟ ଜିଲ୍ଲାରେ ହିନ୍ଦୁୁ ସଂଗଠନ ପକ୍ଷରୁ ମାମଲା ରୁଜୁ କରାଯାଇଛି । ନିକଟରେ ପ୍ରକାଶ ରାଜ ଟୁଇଟରରେ ଏ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ କାର୍ଟୁନ ଶେୟାର କରିଥିଲେ । ଯେଉଁଥିରେ ଜଣେ ଚା’ ଢାଳୁଥିବା ଦେଖିବାକୁ ମିଳିଥିଲା ।Continue reading “ବିବାଦୀୟ ଟୁଇଟ କରି ଫସିଲେ ଅଭିନେତା ପ୍ରକାଶ ରାଜ । ଚନ୍ଦ୍ରଯାନ ଥ୍ରୀକୁ ନେଇ ଟୁଇଟରରେ ପୋଷ୍ଟ କରିଥିଲେ କାର୍ଟୁନ”
ଓଡିଶା ସୀମାରେ ବୁଲୁଛି ମହାବଳ! ଭିଡିଓ ଭାଇରାଲ ପରେ ଆତଙ୍କ
କନକ ବ୍ୟୁରୋ: ଆନ୍ଧ୍ର- ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ମହାବଳ ବୁଲୁଥିବାର ଭିଡିଓ ଏବେ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବାଘ ଭୟ ଥିବାରୁ ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବାକୁ ସତର୍କ କରିଛି ଶ୍ରୀକାକୁଲମ୍ ବନ ବିଭାଗ । ଗୃହପାଳିତ ପଶୁଙ୍କୁ ମଧ୍ୟ ଜଙ୍ଗଲ ନଛାଡିବା ପାଇଁ କୁହାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର । ଏଥିରେ କୁହାଯାଉଛି, ଆନ୍ଧ୍ର-ଓଡିଶାContinue reading “ଓଡିଶା ସୀମାରେ ବୁଲୁଛି ମହାବଳ! ଭିଡିଓ ଭାଇରାଲ ପରେ ଆତଙ୍କ”
ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଅବତରଣ କଲେ ଭାରତକୁ ମିଳିବ ଅଦଭୁତପୂର୍ବ ଉପଲବ୍ଧି । ସବୁ କିଛି ଠିକ ଚାଲିଲେ ଚନ୍ଦ୍ର ପୃଷ୍ଠରୁ ଖୋଲିବ ଅନେକ ରହସ୍ୟ
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ଅଭିଯାନ ସଫଳତାରୁ ଲାଭ – ୨୦୦୮ ମିଶନ୍ ‘ଚନ୍ଦ୍ରଯାନ’ ଜରିଆରେ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା ଭାରତ – ମାତ୍ର ଚନ୍ଦ୍ରମାରେ ପାଣି ଥିବା କଥା ଏହି ମିଶନ୍ ଜରିଆରେ ଜାଣିବାକୁ ପାଇଥିଲା ଇସ୍ରୋ – ୨୦୧୯ରେ ପୁଣିଥରେ ‘ଚନ୍ଦ୍ରଯାନ-୨’ ଅଭିଯାନରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ପ୍ରସ୍ତୁତ ହୋଇଥିଲା – ୩,୮୪,୦୦୦ କିଲୋମିଟର ଯାତ୍ରା କରିବା ପରେ ବି ବିଫଳ ହୋଇଥିଲା ‘ଚନ୍ଦ୍ରଯାନ-୨’ – ‘ଚନ୍ଦ୍ରଯାନ-୩’ରେ ସବୁ ପୁରୁଣା ତ୍ରୁଟିକୁ ସୁଧାରିContinue reading “ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଅବତରଣ କଲେ ଭାରତକୁ ମିଳିବ ଅଦଭୁତପୂର୍ବ ଉପଲବ୍ଧି । ସବୁ କିଛି ଠିକ ଚାଲିଲେ ଚନ୍ଦ୍ର ପୃଷ୍ଠରୁ ଖୋଲିବ ଅନେକ ରହସ୍ୟ”
କିଛି ଘଂଟାର ଅପେକ୍ଷା, ଚନ୍ଦ୍ର ଛୁଇଁବ ଭାରତ! ‘ଚନ୍ଦ୍ରଯାନ ଥ୍ରୀ’ର ସପ୍ଟ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା,ବିଭିନ୍ନ ସ୍ଥାନରେ ଚାଲିଛି ହୋମଯଜ୍ଞ, ପୂଜାପାଠ
କନକ ବ୍ୟୁରୋ : କାଉଁଟଡାଉନ ଆରମ୍ଭ ହୋଇଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ଭାରତ ଛୁଇଁବ ଆଉ ଏକ ମାଇଲ ଖୁଂଟ । କିଛି ଘଂଟାର ଅପେକ୍ଷା ପରେ ଚନ୍ଦ୍ରପୃଷ୍ଠକୁ ଛୁଇଁପାରେ ଚନ୍ଦ୍ରଯାନ ଥ୍ରୀ । କିଭଳି ସଫଳତାର ସହ ଭାରତର ନିଜର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀରେ ସଫଳତା ପାଇବ ଏହାକୁ ଅପେକ୍ଷା କରି ବସିଛି ସାରା ଦେଶ ଦେଶ । ଏହି କ୍ରମରେ ଦେଶର ବିଭିନ୍ନ ସ୍ଥାନରେContinue reading “କିଛି ଘଂଟାର ଅପେକ୍ଷା, ଚନ୍ଦ୍ର ଛୁଇଁବ ଭାରତ! ‘ଚନ୍ଦ୍ରଯାନ ଥ୍ରୀ’ର ସପ୍ଟ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା,ବିଭିନ୍ନ ସ୍ଥାନରେ ଚାଲିଛି ହୋମଯଜ୍ଞ, ପୂଜାପାଠ”
ସଚିବଙ୍କ ସଭାକୁ ପାଣି ବୋତଲ ମନା: ପ୍ରବେଶ ପଥରେ କଡାକଡି ଯାଂଚ
କନକ ବ୍ୟୁରୋ: ସଚିବଙ୍କ ସଭାକୁ ପାଣି ବୋତଲ ମନା । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ କାଳିମାଡ ପରେ ବେଗୁନିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସଭାସ୍ଥଳିର ପ୍ରବେଶ ପଥରେ ଲୋକଙ୍କଠାରୁ କାଢ଼ି ନିଆଗଲା ପାଣି ବୋତଲ । ଏହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ସତ୍ୟବାଦୀରେ କାଳିମାଡ ଏବଂ ଝାରସୁଗୁଡାରେ ବିରୋଧ ପରେ ଖୋର୍ଦ୍ଧାରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି । ଫାଇଭ-ଟି ସଚିବଙ୍କ ଉପରେ ସତ୍ୟବାଦୀରେ କାଳିମାଡ ପରେ, ସୁରକ୍ଷାContinue reading “ସଚିବଙ୍କ ସଭାକୁ ପାଣି ବୋତଲ ମନା: ପ୍ରବେଶ ପଥରେ କଡାକଡି ଯାଂଚ”
ବଢ଼ୁଛି ଡେଙ୍ଗୁ, ବଢ଼ୁଛି ରୋଗୀ ସଂଖ୍ୟା: ଚଟାଣରେ ଗଡ଼ୁଛନ୍ତି ରୋଗୀ
କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା । ହେଲେ ସେହି ଅନୁପାତରେ ଡେଙ୍ଗୁ ୱାର୍ଡରେ ନାହିଁ ବେଡ୍ ବ୍ୟବସ୍ଥା । ରାଜଧାନୀ ଭୁବନେଶ୍ୱରରୁ ଏଭଳି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏବେ ବାରଣ୍ଡାରେ ଚାଲିଛି ରୋଗୀ ସେବା । ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହେବା ପରେ ସଜାଗ ହୋଇଉଠିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଭୁବନେଶ୍ୱରର ସମସ୍ତ ୪ଟି ସିଏଚସିରେ ଖୋଲାଯିବ ଡେଙ୍ଗୁ ୱାର୍ଡ ।Continue reading “ବଢ଼ୁଛି ଡେଙ୍ଗୁ, ବଢ଼ୁଛି ରୋଗୀ ସଂଖ୍ୟା: ଚଟାଣରେ ଗଡ଼ୁଛନ୍ତି ରୋଗୀ”
ସେପ୍ଟେମ୍ବରରେ ଭାଙ୍ଗିପାରେ ବିଧାନସଭା! ଡିସେମ୍ବରରେ ହୋଇପାରେ ଆଗୁଆ ନିର୍ବାଚନ!
କନକ ବ୍ୟୁରୋ: ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ । ସେପ୍ଟେମ୍ବରରେ ବିଧାନସଭା ଭଙ୍ଗ ହେବ ଏବଂ ରାଜ୍ୟରେ ଆଗୁଆ ନିର୍ବାଚନ ହେବ, ରାଜନୈତିକ ମହଲରେ ଏଭଳି ଏକ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି । ଆଉ ମୌସୁମୀ ଅଧିବେଶନରେ ବିଳମ୍ବ ହେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କୁହାଯାଉଛି ଅଧିବେଶନ ଆରମ୍ଭ ହେଲେ ସଂକ୍ଷିପ୍ତ ଅଧିବେଶନ ପରେ ଧାର୍ଯ୍ୟ ସମୟ ପୂର୍ବରୁ ଷୋଡଶ ବିଧାନସଭାକୁ ଭଙ୍ଗ କରିବାକୁ ପ୍ରସ୍ତାବ ଦେଇପାରନ୍ତି ସରକାର । ପୁଣି ଚର୍ଚ୍ଚାକୁContinue reading “ସେପ୍ଟେମ୍ବରରେ ଭାଙ୍ଗିପାରେ ବିଧାନସଭା! ଡିସେମ୍ବରରେ ହୋଇପାରେ ଆଗୁଆ ନିର୍ବାଚନ!”