କନକ ବ୍ୟୁରୋ: ବିବାଦ ବଢ଼ିବା ପରେ ବଦଳିଲେ ଅନୁଗୁଳ ଡିଆଇଜି । ମହିଳା ହୋମ୍ଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଅନୁଗୁଳ ଡିଆଇଡି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାଟର, କଟକକୁ ବଦଳି କରାଯାଇଛି । କିନ୍ତୁ ବାବୁ ଏବଂ ତାଙ୍କ ପରିବାର ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ଜୀବନ ସିନା ବଂଚିଯାଇଛି, ହେଲେ ଦୁଇଟି ଯାକContinue reading “ବଦଳିଗଲେ ବାବୁ, ରହିଗଲା ପ୍ରସଙ୍ଗ: ମାନବାଧିକାର କମିଶନରେ ପହଂଚିଲା ମାମଲା”
Tag Archives: News
କାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ: ଚନ୍ଦ୍ରଯାନ-୩ର ସଫଳତା କାମନା କରି ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା
କନକ ବ୍ୟୁରୋ: ଆରମ୍ଭ ହୋଇ ଯାଇଛି କାଉଂଟଡାଉନ୍ । ପ୍ରତିକ୍ଷଣ, ପ୍ରତି ମୁହୂର୍ତରେ ଚନ୍ଦ୍ରର ଆହୁରି ନିକଟତର ହେଉଛି ଭାରତ । ଆସନ୍ତାକାଲି ସନ୍ଧ୍ୟା ୬ଟା ୪ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏଥିପାଇଁ ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଉଛି । କିପରି ସଫଳତାର ସହ ବିକ୍ରମ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ସେନେଇ ଦେଶବାସୀ ଭଗବାନଙ୍କ ପାଖରେ କାମନାContinue reading “କାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ: ଚନ୍ଦ୍ରଯାନ-୩ର ସଫଳତା କାମନା କରି ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା”
ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଶରତ ନାୟକ ଓ ଖେଳ ଶିକ୍ଷକ ଗିରଫ
କନକ ବ୍ୟୁରୋ: ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ମାମଲା । କଟକ ଗ୍ରାମାଞ୍ଚଳ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ । ଏହି ଘଟଣାରେ ଶରତ ନାୟକ ଓ ଖେଳ ଶିକ୍ଷକଙ୍କୁ ଗିରଫ କରାଯାଇଛି । ସ୍ୱାଭାବିକ ମୃତ୍ୟୁ ହୋଇଥିବା ପ୍ରଥମେ କୁହାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସପି । The post ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁContinue reading “ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଶରତ ନାୟକ ଓ ଖେଳ ଶିକ୍ଷକ ଗିରଫ”
ବସ୍ତାରେ ଫାଇଭ-ଟି ସ୍କୁଲ ନିର୍ମାଣରେ ଘୋଟାଲା । ପ୍ରକୃତରେ କାମ ନକରି ସୂଚନା ଫଳକରେ କାମ ସାରି ଦେଇଥିବା ଅଭିଯୋଗ
କନକ ବ୍ୟୁରୋ : ଫାଇଭ-ଟି ସ୍କୁଲ ନିର୍ମାଣ କାର୍ଯ୍ୟରେ ଘୋଟାଲା । କାମ ନକରି ଫଳକ ମାରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ବସ୍ତା ବ୍ଲକ ଗୋଡିଖାଳ ସ୍ଥିତ ବନବିହାରି ଲାଲ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ପାଇଁ ୪୬ ଲକ୍ଷ ୯ ହଜାର ଟଙ୍କା ଅନୁଦାନ ବ୍ୟୟବରାଦ ହୋଇଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସଦୁତରାରେContinue reading “ବସ୍ତାରେ ଫାଇଭ-ଟି ସ୍କୁଲ ନିର୍ମାଣରେ ଘୋଟାଲା । ପ୍ରକୃତରେ କାମ ନକରି ସୂଚନା ଫଳକରେ କାମ ସାରି ଦେଇଥିବା ଅଭିଯୋଗ”
ଅସରାଏ ବର୍ଷାରେ ବେହାଲ ବିଦ୍ୟାଳୟ ଅବସ୍ଥା । ଶ୍ରେଣୀଗୃହରେ ପଶିଯାଉଛି ପାଣି
କନକ ବ୍ୟୁରୋ : ସ୍କୁଲ ଭିତରେ ପାଣି । ଅସରାଏ ବର୍ଷା ପରେ ସ୍କୁଲ ଘର ଭିତରେ ପଶିଯାଇଛି ପାଣି । ଶ୍ରେଣୀ ଗୃହରେ ପାଣି ପଶିଯିବାରୁ ପାଠପଢିବାରେ ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଏ ସମସ୍ୟା କେବଳ ଗୋଟିଏ ଦିନର କି ଗୋଟିଏ ବର୍ଷ ନୁହେଁ । ପ୍ରତିବର୍ଷ ବର୍ଷା ହେଲେ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜୁଛି । କଟକ କଂଟାପଡା ବ୍ଲକ ଅନ୍ତର୍ଗତ କୁଳ ମଣିକୁଣ୍ଡା ୟୁ-ପି ସ୍କୁଲରେ ପିଲାମାନେ ବହୁ ଅସୁବିଧା ଭୋଗୁଛନ୍ତିContinue reading “ଅସରାଏ ବର୍ଷାରେ ବେହାଲ ବିଦ୍ୟାଳୟ ଅବସ୍ଥା । ଶ୍ରେଣୀଗୃହରେ ପଶିଯାଉଛି ପାଣି”
ଗାଁରେ ଘାରିଛି ଭୂତ ଭୟ । ଗୁଣି ଗାରେଡି ସନ୍ଦେହ କରି ଗଂଜାମ କୋଟିନଡା ଥାନା ଘେରାଉ କରିଛନ୍ତି ଗ୍ରାମବାସୀ
କନକ ବ୍ୟୁରୋ : ଗାଁରେ ଗୁଣି ଗାରେଡି କରାଯାଉଛି । ମହିଳାମାନେ ଅସ୍ୱାଭାବିକ ଆଚରଣ କରୁଛନ୍ତି । ଅସମୟରେ ଲୋକଙ୍କ ଜୀବନ ଚାଲିଯାଉଛି । ଗୁଣି ଗାରେଡି ଯୋଗୁଁ ଜୀବନ ହାନୀ ଘଟୁଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଗଂଜାମ ଜିଲ୍ଲା କୋଟିନଡା ଥାନା ଆଗରେ ଧାରଣ ଦେଇଛନ୍ତି ଶତାଧିକ ଗ୍ରାମବାସୀ । ଗୁଣି ଗାରେଡି ଓ ଭୂତ ଭୟରେ ଲୋକେ ଥାନାକୁ ଆସିଥିବା ବେଳେ ଗାଁ ଉପରେ ନଜର ରଖିଛି ଆସିକାContinue reading “ଗାଁରେ ଘାରିଛି ଭୂତ ଭୟ । ଗୁଣି ଗାରେଡି ସନ୍ଦେହ କରି ଗଂଜାମ କୋଟିନଡା ଥାନା ଘେରାଉ କରିଛନ୍ତି ଗ୍ରାମବାସୀ”
ଗୁହାରି ନକଲେ ଦୁଃଖ ସରୁନି । ଦିବ୍ୟାଙ୍ଗଙ୍କୁ ମିଳୁନି ଭିନ୍ନକ୍ଷମ ଭତା
କନକ ବ୍ୟୁରୋ : ଚାଲିବାକୁ ଅସମର୍ଥ, ସିଧା କରି ଠିଆ ବି ହୋଇ ପାରୁନାହାନ୍ତି । ଜଣେ ସାହାରା ନହେଲେ ନିଜେ କୌଣସି କାମ କରିବାକୁ ମଧ୍ୟ ଅସମର୍ଥ । କିନ୍ତୁ ସେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପ୍ରଶାସନିକ ବାବୁଙ୍କ ପାଖକୁ ଆସୁଛନ୍ତି । ଧାଡିରେ ଠିଆ ହୋଇ, ନାଁ ଡକା ହେବା ପରେ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ନିଜ ଦୁଃଖ ଜଣାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ପଂଚାୟତ ସମିତି ସଭାContinue reading “ଗୁହାରି ନକଲେ ଦୁଃଖ ସରୁନି । ଦିବ୍ୟାଙ୍ଗଙ୍କୁ ମିଳୁନି ଭିନ୍ନକ୍ଷମ ଭତା”
ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଆଇପିଏସ ବ୍ରିଜେଶ ରାଏଙ୍କ ବଦଳି
କନକ ବ୍ୟୁରୋ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା । ଆଇପିଏସ ବ୍ରିଜେଶ ରାଏଙ୍କ ହେଲା ବଦଳି । ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ବ୍ରିଜେଶ ରାଏ । ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ ରାଏ । ମହିଳା ହୋମଗାର୍ଡଙ୍କୁ ବ୍ରିଜେଶ ରାଏଙ୍କ ପତ୍ନୀ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା । ନିର୍ଯାତନା ସହିନପାରି ମହିଳା ହୋମ୍ଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ । ମହିଳାଙ୍କ ଜୀବନ ସିନା ବଂଚିଗଲା ହେଲେ ଦୁଇଟି ଯାକ ଗୋଡContinue reading “ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଆଇପିଏସ ବ୍ରିଜେଶ ରାଏଙ୍କ ବଦଳି”
ସମଲିଙ୍ଗୀ ସଂପର୍କକୁ ନେଇ ଉଗାଣ୍ଡା ସରକାରଙ୍କ କଠୋର ନିୟମ ଉପରେ ବିଶ୍ୱବ୍ୟାଙ୍କ ନାରାଜ, ଉଗାଣ୍ଡାର ସମସ୍ତ ଋଣ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱବ୍ୟାଙ୍କ
କନକ ବ୍ୟୁରୋ : ଉଗାଣ୍ଡାର ରାଷ୍ଟ୍ରପତି ୟୋବେରୀ ମୁସେବେନୀ କିଛିମାସ ପୂର୍ବେ ସମଲିଙ୍ଗୀ ସଂପର୍କ ବିରୋଧରେ ଦେଶ ଆଣିଥିବା କଠୋର ଦଣ୍ଡବିଧାନ ଫାଇଲରେ ଦସ୍ତଖତ କରିଥିଲେ । ଉଗାଣ୍ଡା ସରକାରଙ୍କ କହିବା ମୁତାବକ ସମଲିଙ୍ଗୀ ସଂପର୍କ ଏକ ପଶ୍ଚିମ ଅନୈତିକତା । ଏହା ଉଗାଣ୍ଡା ସଂସ୍କୃତିକୁ କଳୁଷିତ କରୁଛି । ଉଗାଣ୍ଡା ସଂସ୍କୃତିକୁ ବଜାୟ ରଖିବାକୁ ସରକାର ସମଲିଙ୍ଗୀ ସଂପର୍କକୁ ନେଇ କଠୋର ଦଣ୍ଡବିଧାନର ଆଇନ ଆଣିଛନ୍ତି । ଏହି ଆଇନ ମୁତାବକ ସମଲିଙ୍ଗୀ ସଂପର୍କ ରଖୁଥିବାContinue reading “ସମଲିଙ୍ଗୀ ସଂପର୍କକୁ ନେଇ ଉଗାଣ୍ଡା ସରକାରଙ୍କ କଠୋର ନିୟମ ଉପରେ ବିଶ୍ୱବ୍ୟାଙ୍କ ନାରାଜ, ଉଗାଣ୍ଡାର ସମସ୍ତ ଋଣ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱବ୍ୟାଙ୍କ”
ଏସିଆ କପରେ ସ୍ଥାନ ମିଳିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବିନଥିଲି ।
ଏସିଆ କପ 2023 ପାଇଁ ଗତ 21 ତାରିଖ ଦିନ ଟିମ ଇଣ୍ଡିଆର ଚୟନ ହେଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବାମହାତି ବ୍ୟାଟସମ୍ୟାନ ଗତ କାରିବିଆନ୍ ଗସ୍ତରେ ସ୍ଥାନ ପାଇଥିଲେ । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନିଜ ସ୍ଥାନ ସଂରକ୍ଷଣ କରିନେଇଛନ୍ତି । ଏସିଆ କପରେ ଚୟନ ନେଇ ନିଜେ ତିଲକ ବର୍ମା ମଧ୍ୟ ଆଶ୍ଚର୍ଯ୍ୟ ହେଇ କହିଛନ୍ତି ଯେContinue reading “ଏସିଆ କପରେ ସ୍ଥାନ ମିଳିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବିନଥିଲି ।”