କନକ ବ୍ୟୁରୋ : ଚନ୍ଦ୍ରରେ ବହୁ ପରିମାଣରେ ଉପଲବ୍ଧ ଅଛି ହିଲିୟମ-୩ ଗ୍ୟାସ୍ । ଏହି ଗ୍ୟାସ ଏକ ଉତ୍ତମ ଓ ନିର୍ମଳ ଶକ୍ତି ଉତ୍ସ ଭାବେ ବ୍ୟବହାର ହୋଇପାରିବ । ହିଲିୟମ-୩ ଗ୍ୟାସ ପୃଥିବୀରେ ବିରଳ କିନ୍ତୁ ଚନ୍ଦ୍ରରେ ପ୍ରଚୁର ପରିମାଣରେ ଅଛି । ପୃଥିବୀରେ ଉପଲବ୍ଧ ପ୍ରାକୃତିକ ଗ୍ୟାସରେ ଅଳ୍ପ ପରିମାଣରେ ହିଲିୟମ-୩ ମିଳେ । ଉଚ୍ଚ କ୍ଷମତା ସଂପନ୍ନ ଏସ, ରେଫ୍ରିଜେରେଟର ନିର୍ମାଣରେ ବ୍ୟବହାର ହୁଏ । ପଦାର୍ଥ ବିଜ୍ଞାନର ଅନେକ ଗୁଡିଏContinue reading “ଚନ୍ଦ୍ରରୁ ମିଳିବ କଣ ? ଉପଲବ୍ଧ ଅଛି ହିଲିୟମ୍ -୩ ଗ୍ୟାସ୍; ଉତ୍ତମ ଓ ନିର୍ମଳ ଶକ୍ତି ଉତ୍ସ ଭାବେ ହୋଇପାରିବ ବ୍ୟବହାର”
Tag Archives: News
ସୀମା ହାଇଦର ପରେ ଗୋଟିଏ ପିଲାକୁ ଧରି ବାଂଲାଦେଶରୁ ଭାରତ ଆସିଲେ ସୋନିଆ ଅଖତାର, ନ୍ୟାୟ ପାଇଁ ନୋଏଡା ଥାନାରେ ଅଭିଯୋଗ
କନକ ବ୍ୟୁରୋ : ପାକିସ୍ତାନରୁ ନେପାଳ ରାସ୍ତା ଦେଇ ନୋଏଡା ଆସିଥିବା ସୀମା ହାଇଦରଙ୍କ ପରେ ପୁଣି ଜଣେ ମହିଳା ଗୋଟିଏ ପିଲାକୁ ଧରି ବାଂଲାଦେଶରୁ ଆସି ଭାରତରେ ପହଂଚିଛନ୍ତି । ସୋନିଆ ଅଖତାର ନାମକ ଏହି ମହିଳା ଜଣଙ୍କ ବାଂଲାଦେଶର ନାଗରିକ । ସେ ଏବେ ନିଜର ଏକ କୁନିପୁଅକୁ ଧରି ନୋଏଡାରେ ପହଂଚିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି, ନୋଏଡାର ସୁରଜପୁରରେ ରହୁଥିବା ଜଣେ ଯୁବକ ତାଙ୍କ ବାଂଲାଦେଶରେ ବିବାହ କରିଥିଲେContinue reading “ସୀମା ହାଇଦର ପରେ ଗୋଟିଏ ପିଲାକୁ ଧରି ବାଂଲାଦେଶରୁ ଭାରତ ଆସିଲେ ସୋନିଆ ଅଖତାର, ନ୍ୟାୟ ପାଇଁ ନୋଏଡା ଥାନାରେ ଅଭିଯୋଗ”
ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଅଭିଶପ୍ତ ଈଶ୍ୱର’
କନକ ବ୍ୟୁରୋ : ଉତ୍ତରପୁରୁଷ ନାଟ୍ୟସଂସ୍ଥା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ଅଭିଶପ୍ତ ଈଶ୍ୱର’ । ମହାଭାରତ କାବ୍ୟ ‘ବଂଶ’ରୁ ଆଦୃତ ହୋଇଛି ଏହି ନାଟକ । ତେବେ ନାଟ୍ୟ ନିର୍ଦ୍ଦେଶକ ଦେବଦତ ପତି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ୨୫ ଜଣ କଳାକାର ଏଥିରେ ଅଭିନୟ କରିଛନ୍ତି । ଉତ୍ତରପୁରୁଷ ଗ୍ରୁପ ସବୁବେଳେ କିଛି ନା କିଛି ନୂଆ ତଥା ଭିନ୍ନ କରିବାର ପ୍ରୟାସ କରିଛି । ମଞ୍ଚସ୍ଥ ହୋଇଥିବା ଏହି ନାଟକContinue reading “ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଅଭିଶପ୍ତ ଈଶ୍ୱର’”
ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସି କୁଅକୁ ଖସିପଡିଲା ଜଙ୍ଗଲୀ ବାରହା : ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
କନକ ବ୍ୟୁରୋ : ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସି କୁଅକୁ ଖସିପଡିଲା ଜଙ୍ଗଲୀ ବାରହା । ବାଙ୍କୀ ଏନଏସି ୧୩ ନମ୍ବର ୱାର୍ଡର ରଣପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସକାଳେ କୁଅ ଭିତରେ ବାରହା ଫସିଯାଇଥିବା ଦେଖି ବନବିଭାଗ ଓ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ କୁଅ ଭିତରୁ ବାରହାକୁ ଉଦ୍ଧାର କରିଛନ୍ତି । ଦୀର୍ଘ ୪ ଘଣ୍ଟାContinue reading “ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସି କୁଅକୁ ଖସିପଡିଲା ଜଙ୍ଗଲୀ ବାରହା : ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ”
‘ପ୍ରଥା’ କହିବ ଲାଲଗୁଡାର କାହାଣୀ : ଓଡ଼ିଆ ସମେତ ହିନ୍ଦୀ ଓ ପ୍ରଥମ ଥର ପାଇଁ ପଞ୍ଜାବୀ ଭାଷାରେ ରିଲିଜ ହେବ ଫିଲ୍ମ
କନକ ବ୍ୟୁରୋ : ପ୍ରଥା କହିବ ଲାଲଗୁଡାର କାହାଣୀ । ଓଡ଼ିଆ ସମେତ ହିନ୍ଦୀ ଓ ପ୍ରଥମ ଥର ପାଇଁ ପଞ୍ଜାବୀ ଭାଷାରେ ରିଲିଜ ହେବ ଏହି ଫିଲ୍ମ । ନୂଆ ଚେହେରା ଓ ମୌଳିକ କାହାଣୀକୁ ନେଇ ଗଣେଶ ପୂଜାରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଥା । ଯାହାର ଟ୍ରେଲର ସିନେପଲିସିଠାରେ ପ୍ରଦର୍ଶିତ ହୋଇଛି । ଅନେକ ବର୍ଷ ବ୍ୟବଧାନରେ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ଆକ୍ସନ ଫିଲ୍ମ ହେଉଛି ପ୍ରଥାContinue reading “‘ପ୍ରଥା’ କହିବ ଲାଲଗୁଡାର କାହାଣୀ : ଓଡ଼ିଆ ସମେତ ହିନ୍ଦୀ ଓ ପ୍ରଥମ ଥର ପାଇଁ ପଞ୍ଜାବୀ ଭାଷାରେ ରିଲିଜ ହେବ ଫିଲ୍ମ”
ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର : ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ
କନକ ବ୍ୟୁରୋ : ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର । ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ । ୩୦ ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ନିଯୁକ୍ତି ହେବେ । ଏ ନେଇ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ମେ’୧ରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଯୋଗୁଁ ନିଯୁକ୍ତି ଅଟକିଥିଲା । The post ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର : ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟContinue reading “ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର : ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ”
ପ୍ରଥମ ଦରମା 500 ଟଙ୍କା ଥିଲା, ବର୍ତ୍ତମାନ ଏହି ସୁପରଷ୍ଟାର ମାସକୁ 1 କୋଟି ରୋଜଗାର କରୁଛନ୍ତି ।
ଦକ୍ଷିଣ ଭାରତରେ ଅର୍ଜୁନ ରେଡ୍ଡୀର ସଫଳତା ପରେ ବିଜୟ ଦେବରାକୋଣ୍ଡା ଏବେ ଘରେ ଘରେ ପରିଚିତ ଏକ ନାମ । ସାଉଥରେ ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି କିନ୍ତୁ ବଲିଉଡରେ ସେତେଟା ପ୍ରଭାବ ଦେଖେଇ ପାରିନାହାନ୍ତି । ସେ 2011 ‘ନ୍ୟୁଭିଲ୍ଲା’ ଏବଂ 2012ରେ ‘ଲାଇଫ ଇଜ ବ୍ୟୁଟିଫୁଲ’ ଚଳଚ୍ଚିତ୍ର ଜରିଆରେ ଅଭିନେତା ଭାବେ ନିଜର କ୍ୟାରିଆର ଆରମ୍ଭ କରିଥିଲେ । ଏହା ପରେ ୟେଭେଡ ସୁବ୍ରମଣ୍ୟମଙ୍କ ଭୂମିକା ଦ୍ଵାରାContinue reading “ପ୍ରଥମ ଦରମା 500 ଟଙ୍କା ଥିଲା, ବର୍ତ୍ତମାନ ଏହି ସୁପରଷ୍ଟାର ମାସକୁ 1 କୋଟି ରୋଜଗାର କରୁଛନ୍ତି ।”
ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା : ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ
କନକ ବ୍ୟୁରୋ : ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ ହୋଇଛି । ଜୟନ୍ତ ଦାସଙ୍କ ଅଭିଯୋଗ ଆଧାରରେ କେସ ଡାଏରୀ ହୋଇଛି । ଅଭିଯୋଗ ପରେ କେସ ଡାଏରୀ କରିଛି ଏନଏଚଆରସି । ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀContinue reading “ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା : ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ”
ରାଜ୍ୟରେ ବଢୁଛି ଡେଙ୍ଗୁ । ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ, ରାଜଧାନୀରେ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ।
କନକ ବ୍ୟୁରୋ : ଭୁବନେଶ୍ୱରର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ ୧ ହଜାର ୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେContinue reading “ରାଜ୍ୟରେ ବଢୁଛି ଡେଙ୍ଗୁ । ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ, ରାଜଧାନୀରେ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ।”
ବୋହୂ କାଟିଥିଲା ଶାଶୂର ଗଳା ! ଘଟଣାର ୮ଦିନ ପରେ ମିଳିଲା ହତ୍ୟାରେ ବ୍ୟବହୃତ ଛୁରି
କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରିବାରିରେ ବୃଦ୍ଧା ମଦା ପଲେଇଙ୍କୁ ଗଳାକାଟି ହତ୍ୟା ଘଟଣାରେ ବୋହୂ ଗିରଫ । ବୋହୂ ବୈଶାଖୀ ପଲେକୁ ଗିରଫ କରିଛି ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ପୋଲିସ ପ୍ରମାଣ ପାଇଛି । ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୋଲିସ । ପାଇଖାନା ଟାଙ୍କିରୁ ଖୋଜାଖୋଜି ପରେ ହତ୍ୟାରେ ବ୍ୟବହୃତ ଛୁରିକୁ ପୋଲିସ ଜବତ କରିଛି । ହତ୍ୟାକାଣ୍ଡ ପରେ ବୋହୂ ପାଇଖାନାକୁContinue reading “ବୋହୂ କାଟିଥିଲା ଶାଶୂର ଗଳା ! ଘଟଣାର ୮ଦିନ ପରେ ମିଳିଲା ହତ୍ୟାରେ ବ୍ୟବହୃତ ଛୁରି”