୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ଠପ

କନକ ବ୍ୟୁରୋ : କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଦୋକାନ ବଜାର ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ଠପ୍ ହୋଇଛି । The post ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ଠପ first appeared on Kanak News. fromContinue reading “୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ଠପ”

ଭିଡ଼ର ଭୁବନେଶ୍ୱରରେ ଭିନ୍ନକ୍ଷମ ପରିବାବାଲା : ହାତ ପତାଇବେନି ବୋଲି ଟ୍ରାଇସାଇକେଲରେ ଖୋଲିଛନ୍ତି ଛୋଟିଆ ହାଟ

କନକ ବ୍ୟୁରୋ : ଶରୀରରେ ଅଧାଗୋଡ଼ କିନ୍ତୁ ଆଖିରେ ଆଖିଏ ଆତ୍ମବିଶ୍ୱାସ । ଭିଡ଼ର ଭୁବନେଶ୍ୱର ଆଉ ଭିଜା ଭିଜା ରାସ୍ତାରେ ଗଡୁଥିଲା ଗାଡ଼ିମଟର । ଠିକ୍ ସେତିକିବେଳେ କ୍ୟାମେରାର କଳାଧଳା ଲେନ୍ସରେ କଏଦ୍ ହୋଇଗଲେ ଜଣେ ଭିନ୍ନକ୍ଷମ ପରିବାବାଲା । ସମସ୍ୟା, ସଂଘର୍ଷ ଓ ସଙ୍କଟକୁ ସାମ୍ନା କରି ସ୍ମାର୍ଟସିଟିରେ କେମିତି ବଞ୍ଚି ହୁଏ, ତାହା ଏ ଭିନ୍ନକ୍ଷମଙ୍କ କାହାଣୀ ଜାଣିଲେ ଭଲସେ ବୁଝିପାରିବେ । ନାଁ ଲିପୁନା ପ୍ରତିହାରୀ…କାନ୍ଧରେ କପାଳ ଲେଖିଥିବା କଷ୍ଟର ଗାମୁଛା, ହାତରେContinue reading “ଭିଡ଼ର ଭୁବନେଶ୍ୱରରେ ଭିନ୍ନକ୍ଷମ ପରିବାବାଲା : ହାତ ପତାଇବେନି ବୋଲି ଟ୍ରାଇସାଇକେଲରେ ଖୋଲିଛନ୍ତି ଛୋଟିଆ ହାଟ”

ଡିଆଇଜି ବ୍ରିଜେଶ ରାଏଙ୍କ ବିରୋଧରେ ସାଂଘାତିକ ଅଭିଯୋଗ : ପତ୍ନୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ହୋମଗାର୍ଡ

କନକ ବ୍ୟୁରୋ : ସହିପାରିଲେନି ଡିଆଇଜି ପାହ୍ୟା ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ହୋମଗାର୍ଡ । ମହିଳାଙ୍କ ଜୀବନ ସିନା ବଞ୍ଚିଗଲା ହେଲେ ଦୁଇଟି ଯାକ ଗୋଡ ହରାଇଲେ । ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି । ସାତContinue reading “ଡିଆଇଜି ବ୍ରିଜେଶ ରାଏଙ୍କ ବିରୋଧରେ ସାଂଘାତିକ ଅଭିଯୋଗ : ପତ୍ନୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ହୋମଗାର୍ଡ”

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର ଘଟଣା : ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି; ସେପଟେ ଫେରାର ୱେବ ସାମ୍ବାଦିକ ପ୍ରମୋଦ ବେହେରା

କନକ ବ୍ୟୁରୋ : ସାମ୍ବାଦିକଙ୍କ ହତ୍ୟା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଷଡଯନ୍ତ୍ର ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଜେଲ୍ ଡିଆଇଜି । ଜେଲ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଅଧିକାରୀ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ପରେ ୱେବ ସାମ୍ବାଦିକ ପ୍ରମୋଦ ବେହେରା ଫେରାର ହୋଇଯାଇଥିବା ଜଣାପଡ଼ିଛି । ୱେବ ସାମ୍ବାଦିକଙ୍କୁ ଖୋଜୁଛି ପୋଲିସ । ଘଟଣାContinue reading “ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର ଘଟଣା : ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି; ସେପଟେ ଫେରାର ୱେବ ସାମ୍ବାଦିକ ପ୍ରମୋଦ ବେହେରା”

ବ୍ଲଡ କ୍ୟାନସରରେ ଆକ୍ରାନ୍ତ ୧୧ ବର୍ଷର ବାଳକ : ଚିକିତ୍ସା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ; ସାଙ୍ଗ ସାଥୀ ସୋନୁ ପାଇଁ ବ୍ୟାନର ଲଗାଇ ମାଗୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ବୟସ ମାତ୍ର ୧୧ ବର୍ଷ । ଦୁନିଆ କଣ ଜାଣିବା ଆଗରୁ ବଡ ରୋଗର ଯନ୍ତ୍ରଣାର ଶିକାର । ପୁରୀ ଜିଲ୍ଲା କାକଟପୁର ବ୍ଳକ ଦହିଖିଆ ଗ୍ରାମର ଦିନ ମଜୁରିଆ ସମ୍ପଦ ସେଠୀଙ୍କ ଏକମାତ୍ର ପୁଅ ଏବେ ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ । ପୁଅ ସୋନୁର ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୪୦ ଲକ୍ଷ ଟଙ୍କା । କଟକ, ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇ ସର୍ବସ୍ୱ ହରାଇ ସାରିଲେଣି ପରିବାରContinue reading “ବ୍ଲଡ କ୍ୟାନସରରେ ଆକ୍ରାନ୍ତ ୧୧ ବର୍ଷର ବାଳକ : ଚିକିତ୍ସା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ; ସାଙ୍ଗ ସାଥୀ ସୋନୁ ପାଇଁ ବ୍ୟାନର ଲଗାଇ ମାଗୁଛନ୍ତି ସାହାଯ୍ୟ”

ଦିଲ୍ଲୀରୁ ରମେଶଙ୍କୁ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚ : ୭ଟି ଦୁର୍ନୀତି ମାମଲା ଥିଲାବେଳେ ଦୀର୍ଘ ୮ବର୍ଷ ଧରି ଥିଲେ ଫେରାର

କନକ ବ୍ୟୁରୋ : ଦିଲ୍ଲୀରୁ ନାରାୟଣ ପାଟଣା ବ୍ଲକର ପୂର୍ବତନ ବିଡ଼ିଓ ରମେଶଙ୍କୁ ଭିଜିଲାନ୍ସ ଭୁବନେଶ୍ୱର ଆଣିଛି । ମୋଟ ୭ଟି ଦୁର୍ନୀତି ମାମଲା ଥିଲାବେଳେ ରମେଶ ଦୀର୍ଘ ୮ବର୍ଷ ଧରି ଚକମା ଦେଇ ଆସୁଥିଲେ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଭଡା ଘରେ ସେ ରହି ଆସୁଥିଲେ । କିଛି ଦିନ ତଲେ ଆସାମ ଯାଇ ଦିଲ୍ଲୀ ଫେରିବା ପରେ ରମେଶକୁ ଓଡ଼ିଶା ଭିଜିଲାନ୍ସ ଟିମ୍ କାବୁ କରିବାରେ ସଫଳ ହୋଇଛି । ଏହା ପରେContinue reading “ଦିଲ୍ଲୀରୁ ରମେଶଙ୍କୁ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚ : ୭ଟି ଦୁର୍ନୀତି ମାମଲା ଥିଲାବେଳେ ଦୀର୍ଘ ୮ବର୍ଷ ଧରି ଥିଲେ ଫେରାର”

ବିଶ୍ୱସ୍ତରରେ କରୋନା ଭୂତାଣୁର ବିଭିନ୍ନ ନୂଆ ଭାରିଆଣ୍ଟ ଚିହ୍ନଟ : ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

କନକ ବ୍ୟୁରୋ : ବିଶ୍ୱସ୍ତରରେ କରୋନାର ନୂଆ ଭାରିଆଣ୍ଟ ବା ପ୍ରଜାତି ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ଏବେର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଛନ୍ତି । ପ୍ରମୁଖ ଅଧିକାରୀଙ୍କContinue reading “ବିଶ୍ୱସ୍ତରରେ କରୋନା ଭୂତାଣୁର ବିଭିନ୍ନ ନୂଆ ଭାରିଆଣ୍ଟ ଚିହ୍ନଟ : ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ”

କଳିଙ୍ଗନଗର ଥାନା ବାରାଗାଡିଆ ଟୋଲଗେଟରେ ଉତ୍ତେଜନା : ଟ୍ରକ ଡ୍ରାଇଭଙ୍କୁ ଟୋଲଗେଟ କର୍ମଚାରୀ ମାଡ ମାରିଥିବା ଅଭିଯୋଗ

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଥାନା ବାରାଗାଡିଆ ଟୋଲଗେଟରେ ଉତେଜନା । ଟ୍ରକ ଡ୍ରାଇଭଙ୍କୁ ଟୋଲଗେଟ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଟୋଲ ଆଦାୟକୁ ନେଇ ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଟୋଲଗେଟ କର୍ମଚାରୀ ଭ୍ରାଇଭରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ସହଯୋଗୀ ମାନଙ୍କୁ ଟ୍ରକ ଡ୍ରାଇଭର ଜଣଙ୍କ ଅବଗତ କରାଇଥିଲେ । ପରେ ସମସ୍ତେ ଏକାଠି ହୋଇଥିଲେ । ଏହାପରେ ଏକାଠି ହୋଇContinue reading “କଳିଙ୍ଗନଗର ଥାନା ବାରାଗାଡିଆ ଟୋଲଗେଟରେ ଉତ୍ତେଜନା : ଟ୍ରକ ଡ୍ରାଇଭଙ୍କୁ ଟୋଲଗେଟ କର୍ମଚାରୀ ମାଡ ମାରିଥିବା ଅଭିଯୋଗ”

ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି

କନକ ବ୍ୟୁରୋ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ଗୋଟିଏ ନୂଆ କଲେଜରେ କିଭଳି ରାଗିଂ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ ଛାତ୍ର ସଂସଦContinue reading “ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି”

ଚାକିରି ଦେବା ନାଁରେ ଠକେଇ ମାମଲା : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡୁଆ

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡୁଆ । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ବା ଅଭିଯୋଗ ପତ୍ର ଦାଖଲ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ ଦାଖଲ କରାଯାଇଛି । ଆକାଶ ହେଉଛନ୍ତି ବହିଷ୍କୃତ ଆଇଏଫଏସ୍ ଅଧିକାରୀ ଅଭୟ ପାଠକଙ୍କ ପୁଅ ଏବଂ ସର୍ବେଶ୍ୱର ରାଓ ହେଉଛନ୍ତି ପ୍ରଦୀପContinue reading “ଚାକିରି ଦେବା ନାଁରେ ଠକେଇ ମାମଲା : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡୁଆ”

Design a site like this with WordPress.com
Get started