କନକ ବ୍ୟୁରୋ: ଦୁର୍ଘଟଣାରେ କାର୍ଯ୍ୟରତ ଯବାନ ସହିଦ । ବରଗଡ଼ ଭେଡେନ୍ ବାଘପାଲି ଗାଁର ଯବାନ ନୀଳାଞ୍ଚଳ ପଟେଲ ଦୁର୍ଘଟଣାରେ ସହିଦ ହୋଇଛନ୍ତି । ସେ ୪୮-ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଂଚଳ । ସେ ୨୦୦୪Continue reading “ଆସନ୍ତାକାଲି ଗାଁରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର। ଶୁକ୍ରବାର ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ହୋଇଥିଲେ ସହିଦ”
Tag Archives: News
ଛୁଆକୁ ଧରି ନଦୀକୁ ଡେଇଁଲା ବାପା: ଛୁଆ ଉଦ୍ଧାର, ବାପା ଏବେ ବି ନିଖୋଜ
କନକ ବ୍ୟୁରୋ: ଛୁଆକୁ ଧରି କଟକ ସିଢୁଆ ନଦୀକୁ ଡେଇଁଲା ବାପା । ୯ ମାସର ଛୁଆକୁ ଧରି ବାପା ଡେଇଁ ପଡିଥିବା ସୂଚନା । ଶିଶୁକୁ ଉଦ୍ଧାର ପରେ ମା’ ସହ ହସ୍ପିଟାଲ ପଠାଗଲା । ନଦୀକୁ ଡେଇଁ ପଡିଥିବା ବାପା ଏବେ ବି ନିଖୋଜ ଅଛନ୍ତି । ବାପାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ବାହିନୀ । କଣ ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜଣାପଡିନଥିଲା ବେଳେ ପାରିବାରିକContinue reading “ଛୁଆକୁ ଧରି ନଦୀକୁ ଡେଇଁଲା ବାପା: ଛୁଆ ଉଦ୍ଧାର, ବାପା ଏବେ ବି ନିଖୋଜ”
ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା, ଜାଣନ୍ତୁ କଣ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା
କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶାଗସ୍ତ ପରେ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ବଢିଛି । ଏହାକୁ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ସବୁବେଳେ ପ୍ରୟାସ ରହିଛି ସବୁ ରାଜ୍ୟର ବିକାଶ ହେଉ ଓ ସବୁ ରାଜ୍ୟ ଏକାଠି ମିଶି କାମ କରିବା । ସଂଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢେ, ରଣନୀତି କରେ । ଏଥିସହ ସେ କହିଛନ୍ତିContinue reading “ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା, ଜାଣନ୍ତୁ କଣ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା”
ଖରାରେ ଡ୍ୟୁଟି କରୁଥିବା ପୋଲିସଙ୍କ ପାଇଁ ଆସିଲା ଖୁସି ଖବର । ଖରାରୁ ରକ୍ଷା ପାଇବାକୁ ପୋଲିସକୁ ମିଳିବ ଏସି ହେଲମେଟ୍
କନକ ବ୍ୟୁରୋ : ପ୍ରବଳ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କ ପାଇଁ ବିଭାଗ ତରଫରୁ ଏସି ହେଲମେଟ ଯୋଗାଇ ଦିଆଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ହେଲମେଟକୁ ଶକ୍ତି ଯୋଗାଇବାକୁ ଏଥିରେ ବ୍ୟାଟେରୀ ସଂଯୋଗ କରାଯାଇଛି । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି । ଟ୍ରାଫିକ୍ ପୋଲିସContinue reading “ଖରାରେ ଡ୍ୟୁଟି କରୁଥିବା ପୋଲିସଙ୍କ ପାଇଁ ଆସିଲା ଖୁସି ଖବର । ଖରାରୁ ରକ୍ଷା ପାଇବାକୁ ପୋଲିସକୁ ମିଳିବ ଏସି ହେଲମେଟ୍”
ବିଜେପିର ତ୍ରିରଙ୍ଗା ଯାତ୍ରା । ଚିିଲିକାରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
କନକ ବ୍ୟୁରୋ: ବିଜେପିର ତ୍ରିରଙ୍ଗା ଯାତ୍ରା । ଚିିଲିକା ଭିତରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ବ୍ରହ୍ମଗିରି ଯୁବନେତ୍ରୀ ଉପାସାନ ମହାପାତ୍ର ଯୋଗ ଦେଇଥିଲେ । ବହୁ ସଂଖ୍ୟକ ବିଜେପି ଦଳୀୟକର୍ମୀ ଓ ନେତା ଏହି ଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତ ପ୍ରତ୍ୟକ ବ୍ୟକ୍ତି ମଧ୍ୟରେContinue reading “ବିଜେପିର ତ୍ରିରଙ୍ଗା ଯାତ୍ରା । ଚିିଲିକାରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।”
ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ, ହେଲେ ବନିଗଲେ ‘ଡ୍ରପଆଉଟ୍ ଚା’ବାଲା ।
କନକ ବ୍ୟୁରୋ: ସୁଦୂର ଅଷ୍ଟ୍ରେଲିଆ ଯାଇଥିଲେ ଉଚ୍ଚଶିକ୍ଷା ଲାଭ କରିବାକୁ । ହେଲେ ଅଧାବାଟରେ ରହିଗଲା ପାଠପଢା । ପାଠପଢା ଛାଡି ଏପରି କାମ କଲେ ଯାହା ତାଙ୍କୁ ଦେଲା ନିଆରା ପରିଚୟ । ଆମେ କହୁଛୁ ଡ୍ରପ୍ ଆଉଟ୍ ଚାଏବାଲା ନାଁ ରେ ଜଣା ସଞ୍ଜିତ କୋଣ୍ଡାଙ୍କ କଥା । ଅନ୍ୟମାନଙ୍କ ଭଳି ସେ ମଧ୍ୟ ଅଷ୍ଟ୍ରେଲିଆର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିବିଏ ପଢ଼ିବାକୁ ଯାଇଥିଲେ। ବିବିଏ ଶେଷ କରି ସେ ଏକ ବଡ଼ କମ୍ପାନିରେContinue reading “ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ, ହେଲେ ବନିଗଲେ ‘ଡ୍ରପଆଉଟ୍ ଚା’ବାଲା ।”
ମନ୍ତ୍ରୀଙ୍କ ନାଁରେ ମିଛ ଫୋନକଲ । ମନ୍ତ୍ରୀ କଥା ହେବେ କହି ହୋଟେଲ ମାଲିକଙ୍କୁ ଫୋନ୍ କରିଥିଲେ ଠକ
କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଠକ । ଠକେଇ କରିବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ଠକ । ଆଜି ମୁଁ ଆପଣଙ୍କ ସମ୍ମୁଖର ଏମିତି ଏକ ଠକଙ୍କ ସମ୍ପର୍କରେ ତଥ୍ୟ ରଖିବା ପାଇଁ ଚାହିଁବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ନାଁରେ ମିଛ ଫୋନକଲ୍ କରି ଠକେଇ କରିବାକୁ ଉଦ୍ୟମ କରିଛନ୍ତି ଠକ । ପୂରା କାହାଣୀଟି ଏମିତି । ଠକ ଜଣଙ୍କ ଜଣେ ହୋଟେଲ ବ୍ୟବସାୟୀଙ୍କୁContinue reading “ମନ୍ତ୍ରୀଙ୍କ ନାଁରେ ମିଛ ଫୋନକଲ । ମନ୍ତ୍ରୀ କଥା ହେବେ କହି ହୋଟେଲ ମାଲିକଙ୍କୁ ଫୋନ୍ କରିଥିଲେ ଠକ”
ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ମୌସୁମୀ ଅଧିବେଶନ ଭଙ୍ଗ ପାଇଁ ଆସିପାରେ ପ୍ରସ୍ତାବ । ଡିସେମ୍ବର ମାସରେ ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ
କନକ ବ୍ୟୁରୋ: ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଆଗକୁ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭଂଗ ପାଇଁ ପ୍ରସ୍ତାବ ଆସିପାରେ । ଆଉ ଯଦି କେନ୍ଦ୍ର ସରକାର ସହମତି ହୁଅନ୍ତି, ଡିସେମ୍ବର ମାସରେ ଆଗୁଆ ନିର୍ବାଚନ ହୋଇପାରେ । ଏଥିପାଇଁ ବର୍ଷ ଶେଷକୁ ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ତାରିଖ ସହ ଓଡିଶାର ବି ତାରିଖ ଘୋଷଣା ହୋଇପାରେ । ଅର୍ଥାତ ମଧ୍ୟପ୍ରଦେଶ, ତେଲେଂଗାନା, ଛତିଶଗଡ, ରାଜସ୍ଥାନ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନContinue reading “ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ମୌସୁମୀ ଅଧିବେଶନ ଭଙ୍ଗ ପାଇଁ ଆସିପାରେ ପ୍ରସ୍ତାବ । ଡିସେମ୍ବର ମାସରେ ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ”
ଅସହାୟ ହୋଇପଡିଲେଣି କି ବିଜେପିର ଯୁବରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ? ୨ମାସ ମଧ୍ୟରେ ଦଳ ଛାଡିଲେଣି ୭ରୁ ଅଧିକ ନିକଟତର ବରିଷ୍ଠ ନେତା
କନକ ବ୍ୟୁରୋ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତର କୁହାଯାଉଥିବା ୭ଜଣ ନେତା ୨ମାସ ମଧ୍ୟରେ ବିଜେପି ଛାଡି ସାରିଲେଣି । ଶୁକ୍ରବାର ଦିନ ନିମଚର ବରିଷ୍ଠ ବିଜେପି ନେତା ତଥା ସିନ୍ଧିଆଙ୍କ ଅତି ଘନିଷ୍ଠ କୁହାଯାଉଥିବା ସମନ୍ଦର ପଟେଲ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ୨ମାସ ମଧ୍ୟରେ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ୭ ଜଣ ବରିଷ୍ଠ ବିଜେପି ନେତା ଦଳ ଛାଡିସାରିଛନ୍ତି । ଏହି ନେତାମାନେ ସିନ୍ଧିଆଙ୍କContinue reading “ଅସହାୟ ହୋଇପଡିଲେଣି କି ବିଜେପିର ଯୁବରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ? ୨ମାସ ମଧ୍ୟରେ ଦଳ ଛାଡିଲେଣି ୭ରୁ ଅଧିକ ନିକଟତର ବରିଷ୍ଠ ନେତା”
ସ୍ୱାଧୀନତା ଦିବସ ପାଇଁ ଚାରିଆଡେ ପ୍ରସ୍ତୁତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସରେ ସାମିଲ ହେଲେ ପୋଲିସ ଡିଜି
କନକ ବ୍ୟୁରୋ: ଦିନକ ପରେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲ୍ଡ୍ରେସ୍ ରିହରସାଲ କରାଯାଇଛି । ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରାContinue reading “ସ୍ୱାଧୀନତା ଦିବସ ପାଇଁ ଚାରିଆଡେ ପ୍ରସ୍ତୁତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସରେ ସାମିଲ ହେଲେ ପୋଲିସ ଡିଜି”