ଚାକିରି ନାଁରେ ଠକିନେଲେ ଦେଢ କୋଟି । ବଡ଼ ରାକେଟର ପର୍ଦ୍ଦାଫାଶ କଲା ଭୁବନେଶ୍ୱର ସାଇବର ଥାନା , ଅନଲାଇନରେ ଇଣ୍ଟରଭ୍ୟୁ ନେଇ ଲୁଟୁଥିଲେ ।

କନକ ବ୍ୟୁରୋ: ଅନଲାଇନରେ ନିଯୁକ୍ତି ୱେବସାଇଟ୍ ଖୋଲି ଚାକିରି ଆଶାୟୀଙ୍କୁ ଠକୁଥିବା ଏକ ବଡ଼ ଧରଣର ର୍ୟାକେଟର ପର୍ଦ୍ଦାଫାସ୍ । ର୍ୟାକେଟ୍ର ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ନାମୀଦାମୀ କମ୍ପାନୀରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବକଯୁବତୀଙ୍କଠାରୁ ଦେଢ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ । ଏମାନେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଶତାଧିକ ବେକାର ଯୁବକ ଯୁବତୀଙ୍କଠାରୁ ଠକିଥିବା ଜଣାପଡ଼ିଛି । ଯିଏ ଲୋଭରେContinue reading “ଚାକିରି ନାଁରେ ଠକିନେଲେ ଦେଢ କୋଟି । ବଡ଼ ରାକେଟର ପର୍ଦ୍ଦାଫାଶ କଲା ଭୁବନେଶ୍ୱର ସାଇବର ଥାନା , ଅନଲାଇନରେ ଇଣ୍ଟରଭ୍ୟୁ ନେଇ ଲୁଟୁଥିଲେ ।”

ଚାଟ୍ ଜିପିଟି ଆଣିଲା ଏହି ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାର୍ଷିକ ୪ କୋଟି ଟଙ୍କା ଦରମାରେ ମିଳିବ ଚାକିରି

କନକ ବ୍ୟୁରୋ : ଚାଟ୍ ଜିପିଟି ବା ଅନ୍ୟକିଛି କୃତ୍ରିମ ମେଧା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବଢୁଥିବା ଶକ୍ତିକୁ ନଜରରେ ରଖି ଏବେ ଲୋକମାନେ ସେମାନଙ୍କର ଚାକିରିର ସ୍ଥାୟୀତ୍ୱ ଉପରେ ସନ୍ଦେହ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ଠିକ୍ ଏହି ସମୟରେ ଚାଟ୍ ଜିପିଟି ପ୍ରସ୍ତୁତ କରିଥିବା କମ୍ପାନୀ ଓପନ ଏଆଇ ତରଫରୁ କିଛି ନିଯୁକ୍ତି ସୂଚନା ମିଳିଛି । ଯେଉଁ ପୋଷ୍ଟ ପାଇଁ କମ୍ପାନୀ ନିଯୁକ୍ତି ବିଜ୍ଞାପନ ଦେଇଛି ସେହି ପୋଷ୍ଟରେ ଯେଉଁମାନଙ୍କୁ ନିଯୁକ୍ତି ମିଳିବContinue reading “ଚାଟ୍ ଜିପିଟି ଆଣିଲା ଏହି ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାର୍ଷିକ ୪ କୋଟି ଟଙ୍କା ଦରମାରେ ମିଳିବ ଚାକିରି”

ଆଉ ଜଣେ ଓଡିଆ ଯବାନ୍ ସହିଦ । ମଣିପୁରରେ ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ଗଲା ଜୀବନ

କନକ ବ୍ୟୁରୋ: ଦୁର୍ଘଟଣାରେ କାର୍ଯ୍ୟରତ ଯବାନ ସହିଦ । ବରଗଡ଼ ଭେଡେନ୍ ବାଘପାଲି ଗାଁର ଯବାନ ନୀଳାଞ୍ଚଳ ପଟେଲ ଦୁର୍ଘଟଣାରେ ସହିଦ ହୋଇଛନ୍ତି । ସେ ୪୮-ଆସାମ ରାଇଫଲ୍ସରେ ମଣିପୁରରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ । ସେ ୨୦୦୪Continue reading “ଆଉ ଜଣେ ଓଡିଆ ଯବାନ୍ ସହିଦ । ମଣିପୁରରେ ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ଗଲା ଜୀବନ”

ଓଡ଼ିଶା ବିଧାନ ପରିଷଦକୁ ଖୁବ୍ ଶୀଘ୍ର ମିଳିପାରେ ଅନୁମୋଦନ । ଶୀତ ଅଧିବେସନରେ ସଂସଦରେ ବିଲ ଆଗତ କରିପାରନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ: ଓଡ଼ିଶା ବିଧାନ ପରିଷଦକୁ ଖୁବ୍ ଶୀଘ୍ର ମିଳିପାରେ ଅନୁମୋଦନ । ଆସନ୍ତା ଶୀତ ଅଧିବଶେନରେ କେନ୍ଦ୍ର ସରକାର ସଂସଦରେ ଏନେଇ ବିଲ୍ ଆଗତ କରିପାରନ୍ତି । ଉଭୟ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଲେ କେନ୍ଦ୍ର ଭଳି ଦୁଇ ସଭା ବିଶିଷ୍ଟ ଓଡ଼ିଶାର ବୈଧାନିକ ବ୍ୟବସ୍ଥା ହେବ । ଗତ ୫ ବର୍ଷ ହେବ ଓଡ଼ିଶାର ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରୀୟ ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପରେContinue reading “ଓଡ଼ିଶା ବିଧାନ ପରିଷଦକୁ ଖୁବ୍ ଶୀଘ୍ର ମିଳିପାରେ ଅନୁମୋଦନ । ଶୀତ ଅଧିବେସନରେ ସଂସଦରେ ବିଲ ଆଗତ କରିପାରନ୍ତି କେନ୍ଦ୍ର ସରକାର”

ମଧ୍ୟପ୍ରଦେଶର ୪୧ଟି ଜିଲ୍ଲାରେ ପ୍ରିୟଙ୍କ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ମାମଲା । ଜାଣନ୍ତୁ କାରଣ

କନକ ବ୍ୟୁରୋ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ମଧ୍ୟପ୍ରଦେଶର ୪୧ଟି ଜିଲ୍ଲାରେ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ବିଷ୍ଣୁ ଦତ୍ତ । ସେ କହିଛନ୍ତି କି, ଏହା ଏକ ଗମ୍ଭୀର ମାମଲା । ଏତେବଡ ରାଷ୍ଟ୍ରୀୟ ଦଳ ମିଥ୍ୟା ଚିଠି ଆଧାରରେ ଅଭିଯୋଗ କରିବା ଠିକ୍ ନୁହେଁ । ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଦାବି କରିଛନ୍ତି ଯେ, କଂଗ୍ରେସ ତରଫରୁ ଚିଠି ତିଆରି କରାଯାଉଛି ଓContinue reading “ମଧ୍ୟପ୍ରଦେଶର ୪୧ଟି ଜିଲ୍ଲାରେ ପ୍ରିୟଙ୍କ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ମାମଲା । ଜାଣନ୍ତୁ କାରଣ”

ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରୋଫାଇଲ ଫଟୋରେ ଲଗାଇଲେ ତ୍ରିରଙ୍ଗା ଛବି । ସମସ୍ତଙ୍କୁ ତ୍ରିରଙ୍ଗା ମହୋତ୍ସବ ପାଳିବାକୁ କଲେ ଅପିଲ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇ ରାଷ୍ଟ୍ର ଧ୍ୱଜା ‘ତ୍ରିରଙ୍ଗା’ର ଫଟୋ ଲଗାଇଛନ୍ତି । ସେ ଦେଶର ଲୋକଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳିବାକୁ ଅପିଲ କରିଛନ୍ତି । ‘ହର୍ ଘର୍ ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଦେଶର ନାଗରିକଙ୍କୁ ଅପିଲ କରିଛନ୍ତି ମୋଦୀ । ଏହାସହ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ସଂଲଗ୍ନ କରି ଏହି ଅଭିଯାନକୁ ସଶକ୍ତ କରିବାକୁ ଅପିଲ କରିଛନ୍ତି । The postContinue reading “ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରୋଫାଇଲ ଫଟୋରେ ଲଗାଇଲେ ତ୍ରିରଙ୍ଗା ଛବି । ସମସ୍ତଙ୍କୁ ତ୍ରିରଙ୍ଗା ମହୋତ୍ସବ ପାଳିବାକୁ କଲେ ଅପିଲ”

ଯେଉଁ ଡ୍ରୋନରେ ଅଲକାଏଦା ମୁଖ୍ୟକୁ ମାରିଥିଲା ଆମେରିକା, ଭାରତକୁ ମିଳିଛି ସେହି ହତିଆର । ରିମୋଟରେ ରଚିବ ବିଧ୍ୱଂସ୍ତଲୀଳା

କନକ ବ୍ୟୁରୋ: ଆଗାମୀ ଦିନରେ ଯଦି ଭାରତୀୟ ସେନାକୁ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ପରି ଘଟଣା ପାଇଁ ଯୋଜନା କରିବାକୁ ପଡେ ତାହାଲେ ସେନାକୁ ଆଉ ସେଠାରେ ଆଉ ନିଜେ ପ୍ରବେଶ କରି ଆକ୍ରମଣ କରିବାକୁ ପଡିବନି । କାରଣ ଦୂରରେ ଥାଇ ଶତ୍ରୁକୁ ଆକ୍ରମଣ କରିବାକୁ ଆସିଗଲା ଶକ୍ତିଶାଳୀ ହତିଆର । ଯାହାର ନାଁ ‘ହେରୋନ୍ ଡ୍ରୋନ୍’ । ଆମେରିକା ଯେଉଁ ଡ୍ରୋନରେ ଅଲକାଏଦା ଆତଙ୍କବାଦୀ ଟିମର ଚିଫ୍ ଜବାହିରିକୁ ହତ୍ୟା କଲା ଏବଂ ଅନେକContinue reading “ଯେଉଁ ଡ୍ରୋନରେ ଅଲକାଏଦା ମୁଖ୍ୟକୁ ମାରିଥିଲା ଆମେରିକା, ଭାରତକୁ ମିଳିଛି ସେହି ହତିଆର । ରିମୋଟରେ ରଚିବ ବିଧ୍ୱଂସ୍ତଲୀଳା”

ଭିଆଇପି ଗାଡିରୁ ଏବେ ହଟିବ ସାଇରନ ! ମନ୍ତ୍ରୀ କହିଲେ, ଭିଆଇପି ଗାଡିରେ ବଇଁଶୀ ଶବ୍ଦ ବ୍ୟବହାର କରିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ : ଭିଆଇପି ଗାଡିଗୁଡିକରୁ ନାଲିବତୀ ହଟାଯିବା ପରେ ଏବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି । ପୁଣେ ଠାରେ କେନ୍ଦ୍ରୀୟ ମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏବେ ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ର ସ୍ୱରକୁ ପରିବର୍ତ୍ତନ କରାଯିବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ପୁଣେର ଚାନ୍ଦୀନ ଚୌକ ଫ୍ଲାଓଭର ଉଦଘାଟନ କରିବା ଅବସରରେ ଏକ ସଭାକୁ ଉଦବୋଧନ ଦେଇ ଏଭଳିContinue reading “ଭିଆଇପି ଗାଡିରୁ ଏବେ ହଟିବ ସାଇରନ ! ମନ୍ତ୍ରୀ କହିଲେ, ଭିଆଇପି ଗାଡିରେ ବଇଁଶୀ ଶବ୍ଦ ବ୍ୟବହାର କରିବାକୁ ଚାଲିଛି ଯୋଜନା”

ଭୁବନେଶ୍ୱରକୁ ସୁନ୍ଦର ରଖିବ ‘ଟିମ୍ ସାଇନ’। ଗଠନ ହେଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ । ଅଳିଆ ଆବର୍ଜନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଭୁବନେଶ୍ୱରକୁ ସୁନ୍ଦର ରଖିବା ପାଇଁ ବିଏମସି ଗଠନ କରିଛି ଟିମ୍ ସାଇନ୍ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ କରାଯିବ । ଏହା ପରେ ବି ଅଳିଆ ଆବର୍ଜନା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । The post ଭୁବନେଶ୍ୱରକୁ ସୁନ୍ଦର ରଖିବ ‘ଟିମ୍ ସାଇନ’। ଗଠନ ହେଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟContinue reading “ଭୁବନେଶ୍ୱରକୁ ସୁନ୍ଦର ରଖିବ ‘ଟିମ୍ ସାଇନ’। ଗଠନ ହେଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ । ଅଳିଆ ଆବର୍ଜନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।”

ପୁଲୱାମାରେ ସହିଦ ହୋଇଯାଇଥିଲେ ପୁଅ । ବଞ୍ଚିବା ପାଇଁ ବାପା-ମାଆ ତିଆରି କରୁଛନ୍ତି ଝାଡୁ ଓ ଝୁଡ଼ି ।

କନକ ବ୍ୟୁରୋ: ପୁଅ ମାଟି ମା’ ପାଇଁ ପ୍ରାଣବଳି ଦେଇଛି । ବାପା-ମାଆଙ୍କୁ ବି ବୀରପୁଅର ବାପା-ମାଆ ବୋଲି ନୂଆ ପରିଚୟ ମିଳିଛି । କୋହଭରା କଣ୍ଠ ଆଉ ଓଦା ହୋଇଥିବା ପଣତରେ ସହିଦ ପୁଅର ଫଟୋକୁ ପୋଛି ଦେଇ, ଲୁହକୁ ଛାତିରେ ଚାପିଦେଉଛନ୍ତି ଚଳନ୍ତି ପ୍ରତିମା । ସୁନ୍ଦର ସଂସାର ସ୍ୱପ୍ନ ଦେଖିଥିବା ପୁଅ ସହିଦ ହେବା ପରେ, ଦୁଃଖ ସହ ଦଇବର ଦାରୁଣ ଯନ୍ତ୍ରଣା ଭୋଗୁଛନ୍ତି ବୀର ଯବାନ ମନୋଜ ବେହେରାଙ୍କ ପରିବାର ।Continue reading “ପୁଲୱାମାରେ ସହିଦ ହୋଇଯାଇଥିଲେ ପୁଅ । ବଞ୍ଚିବା ପାଇଁ ବାପା-ମାଆ ତିଆରି କରୁଛନ୍ତି ଝାଡୁ ଓ ଝୁଡ଼ି ।”

Design a site like this with WordPress.com
Get started